ଏହି ୧୭ ଆଣ୍ଡ୍ରଏଡ୍‌ apps ଆପଣଙ୍କ ଫୋନ ପାଇଁ ବହୁତ ବିପଦପୂର୍ଣ୍ଣ, ତୁରନ୍ତ କରନ୍ତୁ ଡିଲିଟ୍‌ ନଚେତ୍‌

ସିକ୍ୟେୁରିଟୀ ରିସଚ୍ଚର୍ସ ପୁଣି ଥରେ ୧୭ଟି ଏମିତି ଆଣ୍ଡ୍ରଏଡ୍‌ ଆପକୁ ଖୋଜି ବାହାର କରିଛନ୍ତି ଯାହା ଆପଣଙ୍କ ସ୍ମାର୍ଟଫୋନ ପାଇଁ ବହୁତ ହିଁ କ୍ଷତିକାରକ ଅଟେ। ସାଇବର ସିକ୍ୟେରିଟୀ କମ୍ପାନୀ ନିଜର ରିପୋର୍ଟରେ କହିଛି ଯେ ଗୁଗଲ ପ୍ଲେ ଷ୍ଟୋରରେ ୧୭ଟି ଏମିତି ଆଣ୍ଡ୍ରଏଡ୍‌ ଆପ ରହିଛି ଯାହା ସ୍ମାର୍ଟଫୋନ ପାଇଁ ବିପଦପୂର୍ଣ୍ଣ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଖତରନାକ ଆପକୁ ୫,୫୦,୦୦୦ ରୁ ଅଧିକ ଥର ଡାଉନଲୋଡ୍‌ କରାଯାଇଛି। ଏମିତିରେ ଯଦି ଏହିସବୁରୁ ଗୋଟିଏ ବି ଆପ୍‌ ଯଦି ଆପଣଙ୍କ ଫୋନରେ ଥାଏ ତେବେ ତାହାକୁ ତୁରନ୍ତ ଡିଲିଟ୍‌ କରାନ୍ତୁ। ଆସନ୍ତୁ ଜାଣିବା ସେହି ଆପ୍‌ ବିଷୟରେ।

ଏହି ଆପରେ କଣ ରହିଛି ବିପଦ?

androidଏହି ଆପ୍‌ ଆପଣଙ୍କ ଫୋନରେ ପପ୍‌ ଅପ୍‌ ବିଜ୍ଞାପନ ଦେଇଥାଏ, ଯାହା ଆପଣଙ୍କ ବ୍ୟାଟେରୀର ସବୁଠାରୁ ବଡ ଶତ୍ରୁ ଅଟେ। କିନ୍ତୁ ଏହି ସବୁ ଆପରେ ଭାଇରସ୍‌ ମିଳିଲା ନାହିଁ କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ ଏହି ଆପ୍‌ ଆପଣଙ୍କ ଫୋନରେ ସହଜରେ ମାଲେଓ୍ଵୟାର ଇନଷ୍ଟଲ କରିପାରେ। ଯଦି ଥରେ ମାଲେଓ୍ଵୟାର ଆପଣଙ୍କ ଫୋନକୁ ଆସିଯିବ ତେବେ ବୁଝି ନିଅନ୍ତୁ ଆପଣଙ୍କ ଫୋନରେ ହ୍ୟାକର କବଜା କରିନେଲେ।

car racingକାର ରେସିଙ୍ଗ୍‌

 

4k wallpaper4K Wallpaper (Background 4K Full HD)-

backgroundsBackgrounds 4K HD-

qr codeQR Code Reader and Barcode Scanner Pro-

file manager proFile Manager Pro – Manager SD Card Explorer-

vmowoVMOWO City Speed Racing 3D- ଏହାଛଡା ଏହି ଆପ୍‌ ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛି। Barcode Scanner, Screen Stream Mirroring, QR Code – Scan and Read a Barcode, Period Tracker – Cycle Ovulation Women’s, QR and Barcode Scan Reader, Wallpapers 4K, Backgrounds HD, Transfer Data Smart, Explorer File Manager, Today Weather Radar, Mobnet.io: Big Fish Frenzy, Clock LED।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.