କ୍ଷୋଭ ପ୍ରକାଶ କଲେ ରାନୀ ପଣ୍ଡା, ମୋ ନାଚକୁ ବ୍ୟାନ, ଲଭ୍‌ଲିଙ୍କୁ କାହିଁକି ଅନୁମତି?

ଭୁବନେଶ୍ୱର (କେନ୍ୟୁଜ୍) : ରାନୀ ପଣ୍ଡାଙ୍କ କ୍ଷୋଭ । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା । କହିଛନ୍ତି, ତାଙ୍କ ନାଚକୁ ବ୍ୟାନ କଲେ କିନ୍ତୁ ଲଭ୍‌ଲିଙ୍କୁ କାହିଁକି ପ୍ରଶୟ ଦିଆଯାଉଛି । ତାଙ୍କ ନାଚ, ଗୀତକୁ ବନ୍ଦ କରାଗଲା କିନ୍ତୁ ତାଙ୍କ ଯାତ୍ରାପାର୍ଟିକୁ କାହିଁକି ବନ୍ଦ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ତାଙ୍କୁ ବଦନାମ କରାଯାଉଛି । ଏତେ ନିନ୍ଦା ଅପବାଦ ସହିପାରିବି ନାହିଁ ବୋଲି ରାନୀ ପଣ୍ଡା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.