ମେଲବୋର୍ଣ୍ଣରେ ମହାମୁକାବିଲା, ଭାରତକୁ ୧୮୫ ରନର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣରେ ମହାମୁକାବିଲା । ଭାରତକୁ ୧୮୫ ରନର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ । ଟସ୍‌ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୨୦ ଓଭରରେ ୪ ୱିକେଟ୍‌ ହରାଇ ୧୮୪ ରନ୍‌ କରିଛି । ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱକପ୍‌ ବିଜୟର ସ୍ୱାଦ ଚାଖିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ ।

Leave A Reply

Your email address will not be published.