ଆଳି ବ୍ଲକର ନଜୱାନ କ୍ଲବ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଆଳି(କେନ୍ଯୁଜ୍): ଲଦାଖର ଗଲୱାନ ଉପତ୍ଯକାରେ ଦେଶର ସୁରକ୍ଷା ପାଇଁ ପ୍ରାଣବଳୀ ଦେଇ ସହିଦ୍ ହୋଇଥିବା ବୀର ସୈନିକମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ନଜୱାନ କ୍ଲବର ସଦସ୍ଯମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କ୍ଲବର ସମସ୍ତ ସଦସ୍ଯ ଆଳିଶାଖା ସଭାପତି ଅବଦୁଲ ମତିନଙ୍କ ନେତୃତ୍ୱରେ ଭେଟନାରୀ ଛକରେ ଏକତ୍ରିତ ହୋଇଥିଲେ। ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ଯକ୍ରମରେ ନଜୱାନ କ୍ଲବର ସଦସ୍ଯମାନେ ଯୋଗ ଦେଇ ପ୍ରାଣବଳୀ ଦେଇଥିବା ସହିଦଙ୍କ ଉଦେଶ୍ଯରେ ମହମବତୀ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Leave A Reply

Your email address will not be published.