Browsing Tag

martyrs

ବଢ଼ିଲା ସେନା ଏବଂ ସିଆରପିଏଫ ସହିଦଙ୍କ ଅନୁକମ୍ପା ରାଶି, ଘୋଷଣା କଲେ ହରିୟାଣା ମୁଖମନ୍ତ୍ରୀ

ହରିୟାଣାର ମୁଖମନ୍ତ୍ରୀ ନାୟବ ସିଂ ସାଇନି ସେନା ଏବଂ ସିଆରପିଏଫରେ ସହିଦ ହୋଇଥିବା ପରିବାରଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ପ୍ରଦେଶଙ୍କ ସରକାର ସହିଦଙ୍କ ପରିବାର ପାଇଁ ଅନୁକମ୍ପା ରାଶିକୁ ବୃଦ୍ଧି କରିଛନ୍ତି । ଏହାସହିତ ହିନ୍ଦୀ ଆନ୍ଦୋଳନ ମାତୃଭାଷାର ସତ୍ୟାଗ୍ରହ କରୁଥିବା ଲୋକଙ୍କ ପେନସନ…

ଶ୍ରୀନଗରରେ ପହଞ୍ଚି ସହିଦଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦେଲେ ଗୃହ ମନ୍ତ୍ରୀ ଅମିତ ଶାହ

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶନିବାର ତିନିଦିନ ପାଇଁ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ଶ୍ରୀନଗରରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ପ୍ରଥମେ ନବଗାଁଓରେ ପହଞ୍ଚିଥିଲେ। ସେଠାରେ ସେ ସହିଦ ଇନ୍‌ସପେକ୍ଟର ପରଭେଜ ଅହମ୍ମଦଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଏ ଅବସରରେ ସେ ସହିଦ…

ଭାରତ ଚୀନ ସହ ସଂଘର୍ଷରେ ସହିଦ ହୋଇଥିବା ଯବାନଙ୍କ ତାଲିକା ଜରି କଲା ଭାରତୀୟ ସେନା, ଜଣନ୍ତୁ ସେମାନଙ୍କ ବିଷୟରେ

କେନ୍ୟୁଜ୍(ବ୍ୟୁରୋ): ପୂର୍ବ ଲଦାଖ ଗଲ୍‌ୱାନ୍ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହ ସଂଘର୍ଷ କରି ସହିଦ ହୋଇଥିବା ନାମ ପ୍ରକାଶ କଲା ସେନା ବାହିନୀ।  ସେମାବାର  ବିଳିମ୍ବି ରତିରେ ଚୀନ ସେନା ଓ ଭାରତୀୟ ସେନା ମଧ୍ୟରେ ସଂଘର୍ଷ ଚାଲିଥିଲା। ଯେଉଥିରେ ଭାରତର ୨୦ ଓ ଚୀନର ୪୩ ମ୍‌ତହାତ ହୋଇଥିବା …

ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସହିଦ ଜୱାନ ଅଭିରାମ ରାମଙ୍କର ଶେଷକୃତ୍ୟ ହେଲା ସମ୍ପନ୍ନ

ଜଳେଶ୍ବର (କେନ୍ୟୁଜ୍) : ଅରୁଣାଚଳ ପ୍ରଦେଶର ଲାୟକ ଚଲା ଠାରେ ଆର୍ମି କେମ୍ପକୁ 13 ତାରିଖ ଦିନ ଆର୍ମି ଗାଡିରେ ଅନ୍ୟ ସହଯୋଗି ମାନଙ୍କ ସହିତ  ଯାଉଥିବା ବେଳେ ବରଫ ଅତଡା ଖସିବାରୁ ବରଫ ତଳେ ଚାପି ହୋଇ ଜଣେ ଜୱାନ ସହିଦ ହୋଇ ଯାଇଛନ୍ତି। ସହିଦ ଜୱାନ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଳକ…

ପୁଲୱାମା ଆକ୍ରମଣକୁ ପୁରିଲା ବର୍ଷେ, ଓଡିଶାର ଦୁଇ ସୁଯୋଗ୍ୟ ସନ୍ତାନଙ୍କ ସମ୍ପର୍ଣ୍ଣ ହେଲା ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

କେନ୍ୟୁଜ୍(ବ୍ୟୁରୋ): ପୁଲୱାମା ଆକ୍ରମଣକୁ ବର୍ଷେ ପୂରିଛି। ଏଥିରେ କଟକ ଜିଲ୍ଲା ନିଆଳି ଥାନା ରତନପୁରର ଯବାନ ମନୋଜ ବେହେରା ସହିଦ ହୋଇଥିଲେ। ଆଜି ସହିଦ ମନୋଜଙ୍କ ବାସଭବନରେ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହେଉଛି। ଏହି ଅବସରରେ ସିଆର୍‌ପିଏଫ୍‌ ଡିଆଇଜି ରାମ ଚରିତ ଗାଁରେ ସହିଦ ମନୋଜଙ୍କ…

ପୁଅ ସହିଦ୍‌ ହେବା ପରେ ମା’ କରୁଛନ୍ତି ଏଭଳି କାର୍ଯ୍ୟ, ଯାହା ଶୁଣିଲେ ଆପଣ ମଧ୍ୟ ରୋକିପାରିବେନି ନିଜ ଲୁହ

କୌଣସି ବିକଶିତ ସମାଜର କଳ୍ପନା ଶିକ୍ଷା ବିନା ଅସମ୍ଭବ। ସମାଜ ତଥା ଦେଶ ବିକାଶ ଶିକ୍ଷା ଦ୍ୱାରା ହିଁ ସମ୍ଭବ। ସରକାର ଶିଶୁଙ୍କୁ ଉତ୍ତମ ଶିକ୍ଷାଦାନ ଲାଗି ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ଆଜି ବି କେତେକ ସ୍ଥାନରେ ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ଏଭଳି…

ଯାଜପୁର: ଗାଁରେ ପହଞ୍ଚିଲା ସେନା ବାହିନୀରେ କାର୍ଯ୍ୟରତ ସୁବେଦାର ମେଜରଙ୍କ ମରଶରୀର, ଶୋକାକୂଳ ହେଲା ଗାଁ

ଯାଜପୁର(କେନ୍ୟୁଜ୍):   ଜାମ୍ମୁ କାଶ୍ମୀର ବାରମୂଳାରେ ସେନା ବାହିନୀରେ କାର୍ଯ୍ୟରତ ସୁବେଦାର ମେଜର ଅଜୟ କୁମାର ମହାନ୍ତିଙ୍କ ମରଶରୀର ଆଜି ନିଜ ଗାଁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ଗ୍ରାମରେ ପହଞ୍ଚିଛି । ଗାଁରେ ମରଶରୀର ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା…

ଯବାନଙ୍କ ପରିବାରକୁ ମାଗଣାରେ ଖାଦ୍ୟ ପରଷିଥାଏ ଏହି ହୋଟେଲ! କିନ୍ତୁ ମାନିବାକୁ ପଡ଼େ କେବଳ ଗୋଟିଏ ସର୍ତ୍ତ

ହିମାଚଳ ପ୍ରଦେଶର ଏକ ହୋଟେଲ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି। ହୋଟେଲର ନାଁ ‘ଗୋପାଳ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ’। ଏଠାରେ ଯବାନ ଏବଂ ତାଙ୍କ ପରିବାରକୁ ଖାଦ୍ୟ ଖାଇବାରେ ୫୦ ପ୍ରତିଶତ ରିହାତି ଦିଆଯାଇଥାଏ। କେବଳ ଏତିକି ନୁହେଁ, ଯବାନଙ୍କ ପରିବାର ପାଇଁ ଏଠାରେ ସବୁକିଛି ମାଗଣା…

ସହିଦ ଯବାନଙ୍କୁ ମିଳିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା, ତିନି ଘଣ୍ଟା ବିମାନ ବନ୍ଦରରେ ରହିଲା ମରଶରୀର

ଭୁବନେଶ୍ବର(କେନ୍ୟୁଜ୍): ସହିଦ ଯବାନଙ୍କୁ ମିଳିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା । ଦିଆଗଲାନି ଗାର୍ଡ ଅଫ୍‌ ଅନର । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ଅଷ୍ଟମ ଆସାମ ରାଇଫଲର ଯବାନ ପ୍ରବୀର କୁମାର ପଟ୍ଟନାୟକଙ୍କ ମରଶରୀର । ଗତ ୬ ତାରିଖରେ ଚୀନ୍‌ ସୀମାରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ…

ପୁଲୱାମା ସହିଦଙ୍କ ଅସ୍ଥି କଳସରେ ରକ୍ଷୀ ବାନ୍ଧିଲେ ରେଳଯାତ୍ରୀ, ମାଷ୍ଟର କ୍ୟାଣ୍ଟିନରେ ଭବ୍ୟ ଆୟୋଜନ

ଭୁବନେଶ୍ବର (କେନ୍ୟୁଜ୍):  ପୁଲୱାମା ସହିଦଙ୍କ  ଅସ୍ଥିକଳସରେ  ରଖି ବାନ୍ଧିଛନ୍ତି ବିଭିନ୍ନ ଯାଗାରୁ ଆସୁଥିବା ଯାତ୍ରୀ।  ଜନଗହଳିପୁର୍ଣ୍ଣ ମାଷ୍ଟର କ୍ୟାଣ୍ଟିନ ଷ୍ଟେସନ ନିକଟରେ  ଏହାର ଭବ୍ୟ ଆୟୋଜନ ହୋଇଥିଲା। ୪୦ ଯବାନଙ୍କ ସୁସଜ୍ଜିତ ଅସ୍ଥି  କଳସ ଆସି  ରୋଲୱେ ଷ୍ଟେସନ ପରିସରରେ ପହଞ୍ଚିଥିଲା।…