ପୁଲୱାମା ସହିଦଙ୍କ ଅସ୍ଥି କଳସରେ ରକ୍ଷୀ ବାନ୍ଧିଲେ ରେଳଯାତ୍ରୀ, ମାଷ୍ଟର କ୍ୟାଣ୍ଟିନରେ ଭବ୍ୟ ଆୟୋଜନ

ଭୁବନେଶ୍ବର (କେନ୍ୟୁଜ୍):  ପୁଲୱାମା ସହିଦଙ୍କ  ଅସ୍ଥିକଳସରେ  ରଖି ବାନ୍ଧିଛନ୍ତି ବିଭିନ୍ନ ଯାଗାରୁ ଆସୁଥିବା ଯାତ୍ରୀ।  ଜନଗହଳିପୁର୍ଣ୍ଣ ମାଷ୍ଟର କ୍ୟାଣ୍ଟିନ ଷ୍ଟେସନ ନିକଟରେ  ଏହାର ଭବ୍ୟ ଆୟୋଜନ ହୋଇଥିଲା। ୪୦ ଯବାନଙ୍କ ସୁସଜ୍ଜିତ ଅସ୍ଥି  କଳସ ଆସି  ରୋଲୱେ ଷ୍ଟେସନ ପରିସରରେ ପହଞ୍ଚିଥିଲା। ପରେ ସେଥିରେ ଯାତ୍ରୀମାନେ ରାକ୍ଷୀର ଡୋରୀ  ବାନ୍ଧିଥିଲେ।  କିଛି  ସ୍ବେଚ୍ଛାସେବୀ ସଙ୍ଗଠନ ଏହି ଆୟୋଜନକୁ   କରିଥିଲେ । ଯେଉଁମାନେ ଏହି  ଅସ୍ଥିକଳସରେ ରାକ୍ଷୀ ବାନ୍ଧୁଥଲେ ସେମାନେ ଭାବ ବ୍ୟୁହୋଳ ହେଉଥିବାର ଦେଖିବାକୁ ମିଳିଥିଲା।