ଭାରତ ଚୀନ ସହ ସଂଘର୍ଷରେ ସହିଦ ହୋଇଥିବା ଯବାନଙ୍କ ତାଲିକା ଜରି କଲା ଭାରତୀୟ ସେନା, ଜଣନ୍ତୁ ସେମାନଙ୍କ ବିଷୟରେ

କେନ୍ୟୁଜ୍(ବ୍ୟୁରୋ): ପୂର୍ବ ଲଦାଖ ଗଲ୍‌ୱାନ୍ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହ ସଂଘର୍ଷ କରି ସହିଦ ହୋଇଥିବା ନାମ ପ୍ରକାଶ କଲା ସେନା ବାହିନୀ।  ସେମାବାର  ବିଳିମ୍ବି ରତିରେ ଚୀନ ସେନା ଓ ଭାରତୀୟ ସେନା ମଧ୍ୟରେ ସଂଘର୍ଷ ଚାଲିଥିଲା। ଯେଉଥିରେ ଭାରତର ୨୦ ଓ ଚୀନର ୪୩ ମ୍‌ତହାତ ହୋଇଥିବା  ସୂଚନା ମିଳିଥିଲା। ତେବେ  ଭାରତର ସହିଦ ହୋଇଥିବା ଯବାନଙ୍କ ନାମକୁ ପ୍ରକାଶ କରିଛି ଭାରତୀୟ ସେନା କାର୍ଯ୍ୟାଳୟ। ସେମାନେ ହେଲେ :-

୧. କର୍ଣ୍ଣେଲ୍ ବି ସନ୍ତୋଷ ବାବୁ

୨. ନାଏବ ସୁବେଦାର ନୁଦୁରାମ ସୋରେନ୍

୩. ସବ୍ ସୁବେଦାର୍ ମନଦୀପ ସିଂହ

୪. ନାଏବ ସୁବେଦାର୍ ଶତନାମ ସିଂହ

୫. ହାବିଲଦାର କେ ପଲାନି

୬. ହାବିଲଦାର ସୁନୀଲ କୁମା

୭. ହାବିଲଦାର ବିପୁଳ ରାୟ

୮. ନାଏକ ଦୀପକ କୁମାର

୯. ସିପାହୀ କୁନ୍ଦନ କୁମାର ଓଝା

୧୦. ସିପାହୀ ଗଣେଶ ରାମ

୧୧. ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ

୧୩. ସିପାହୀ ଅଙ୍କୁଶ

୧୪. ସିପାହୀ ଗୁରବିନ୍ଦର

୧୫. ସିପାହୀ ଗୁରତେଜ ସିଂହ

୧୬. ସିପାହୀ ଚନ୍ଦନ କୁମାର

୧୭. ସିପାହୀ କୁନ୍ଦନ କୁମାର

୧୮. ସିପାହୀ ଅମନ କୁମାର

୧୯. ସିପାହୀ ଜୟ କିଶୋର ସିଂହ

୨୦. ସିପାହୀ ଗ‌େଣେଶ ହାଁସଦା