କଟକ: ଶିଶୁଭବନରୁ ଦ୍ବିତୀୟ ଶିଶୁ କରୋନା ଆକ୍ରାନ୍ତ ଚିହ୍ନଟ

କଟକ(କେନ୍ୟୁଜ୍):  ପୁଣି ଶିଶୁଭବନରୁ ଆଉ ଜଣେ ଶିଶୁ କରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତ ଶିଶୁ ଜଣକ ଜଗତସିଂହପୁର ଜିଲ୍ଲାର ବୋଲି ଶିଶୁଭବନ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି। ଗତକାଲି ଶିଶୁର ସ୍ୱାବ ସଂଗ୍ରହ କରି କୋଭିଡ-୧୯ ପରୀକ୍ଷା ପାଇଁ ପଠା ଯାଇଥିଲା । ଆଜି ରିପୋର୍ଟ ପଜିଟିଭ ଆସିବା ପରେ ଚିକିତ୍ସା ପାଇଁ ଶିଶୁକୁ  କୋଭିଡ ହସ୍ପିଟାଲକୁ ସ୍ଥନାନ୍ତର କରାଯାଇଛି।

ଏହା ଏହାପୂର୍ବରୁ ଆଉଟ୍‌ଡୋରକୁ ଆସିଥିବା ସାଲେପୁର ବ୍ଲକ୍‌ ଅନ୍ତର୍ଗତ ମୁତାରିଫା ପଞ୍ଚାୟତର ଜଣେ ଶିଶୁର ସ୍ୱାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଏଥିରୁ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା

 

Leave A Reply

Your email address will not be published.