୨୨ ଦିନ ସଟଡାଉନ୍ ହେବ IOCL, ଆସନ୍ତା ୨୫ ଜୁଲାଇରୁ ଅଗଷ୍ଟ ୧୫ ପର୍ଯ୍ଯନ୍ତ ରହିବ ବନ୍ଦ

କେନ୍ଯୁଜ୍: ପାରାଦୀପ ସ୍ଥିତ IOCL ତୈଳ ବିଶୋଧନାଗାରକୁ ୨୨ ଦିନ ପର୍ଯ୍ଯନ୍ତ ସଟଡାଉନ୍ କରାଯିବ। ଆସନ୍ତା ୨୫ ଜୁଲାଇରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ଯନ୍ତ ସଟଡାଉନ୍ ହେବା ନେଇ ନିଷ୍ପତ୍ତି କରାଯାଇଛି। ଏନେଇ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.