ବହୁତ ରୋମାଣ୍ଟିକ ହିନା ଖାନ୍‌ ଙ୍କ ଏହି ଭିଡିଓ ସଙ୍ଗ୍‌, ଆଜି ହେବ ରିଲିଜ୍‌

ଅଭିନେତ୍ରୀ ହିନା ଖାନ୍‌ ସୋସିଆଲ ମିଡିଆରେ ‘ହମ ତୁମକୋ ମିଲ ଗୟେ’ର ଟିଜର୍‌ ସେୟାର କରିଛନ୍ତି। ଏହା ଏକ ରୋମାଣ୍ଟିକ୍‌ ସଙ୍ଗ। ଯେଉଁଥିରେ ହିନା ଏବଂ ଧୀରଜ କପୁରଙ୍କ ବଡିଂ ନଜର ଆସିଛି। ସୋସିଆଲ ମିଡିଆରେ ହିନା ଏହି ଭିଡିଓ ସେୟାର କରିବା ସହ ଲେଖିଛନ୍ତି, ‘ଯାହା ମୁଁ ପ୍ରମିିସ୍‌ କରିଥିଲି ତାହା ହିଁ ହେଲା, ସାମ୍ନାକୁ ଆସିଲା ହମକୋ ତୁମ୍‌ ମିଲ ଗୟେର ଟିଜର୍‌।

hina_khanସୂଚନା ମୁତାବକ ଅଭିନେତ୍ରୀ ହିନା ଖାନ୍‌ ଚର୍ଚ୍ଚାରେ ଥିବାର ନଜର ଆସିଛନ୍ତି। ସେ ସର୍ବଦା ସୋସିଆଲ ମିଡିଆ ମାଧ୍ୟମରେ ପ୍ୟାନ୍ସମାନଙ୍କୁ କିଛି ନା କିଛି ଦେଖାଇଥାନ୍ତି। କେବେ ତାଙ୍କର ବହୁତ ସୁନ୍ଦର ଫଟୋ ତ କେବେ ଥ୍ରୋ ବ୍ୟାକ୍‌ ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଯାହାଦ୍ୱାରା ଫ୍ୟାନ୍ସମାନେ ତାଙ୍କର ଦିଓ୍ଵାନା ହୋଇଛନ୍ତି। ଅଭିନେତ୍ରୀ ହିନା ବର୍ତ୍ତମାନ ନିଜର ଭିଡିଓ ସଙ୍ଗ ହମ ତୁମକୋ ମିଲ ଗୟେ’ କୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। ଏହି ଭିଡିଓ ସଙ୍ଗର ଟିଜର ମଧ୍ୟ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ସୂଚନା ମୁତାବକ ଆଜି ହିନାଙ୍କର ଏହି ଭିଡିଓ ସଙ୍ଗ ସାମ୍ନାକୁ ଆସିବ, ଯାହାକୁ ଦେଖିବା ପାଇଁ ଦର୍ଶକମାନେ ମଧ୍ୟ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.