Browsing Tag

hina khan

ଲଗାତାର ୧୬ ଘଣ୍ଟା ଧରି ସୁଟିଂ କରିବା ଯୋଗୁ ହିନା ଖାନ ହେଲେ ଅସୁସ୍ଥ, ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦେଲେ ହେଲଥ୍‌…

ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ହିନା ଖାନ୍ ଅନ୍ୟତମ । ସେ ଅଭିନୟ କରିଥିବା ଅକ୍ଷରା ଭୂମିକା ଯୋଗୁ ତାଙ୍କୁ ଦର୍ଶକଙ୍କ ଠାରୁ ଖୁବ୍‌ ଭଲ ପାଇବା ମିଳିଛି । ଏହି ସୋ ପରେ ହିନା ଖାନଙ୍କର ବହୁତ ଲୋକପ୍ରିୟ ବଢିଯାଇଥିଲା । ହିନା ପ୍ରାୟତଃ କିଛି ନା କିଛି ପ୍ରୋଜେକ୍ଟର…

‘Country Of Blind’ ଓସ୍କାର ପାଇଁ ମନୋନୀତ, ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଖୁସି ବ୍ୟକ୍ତ କଲେ ହିନା ଖାନ

ଟିଭି ଦୁନିଆରେ ଲୋକପ୍ରିୟ ହେବା ପରେ ଏବେ ଅଭିନେତ୍ରୀ ହିନା ଖାନ ବିଦେଶରେ ମଧ୍ୟ ନିଜର ଯାଦୁ ଦେଖାଇବାକୁ ଯାଉଛନ୍ତି। ହିନା ଖାନଙ୍କ ଫିଲ୍ମ ‘ଦି କଣ୍ଟ୍ରି ଅଫ୍ ବ୍ଲାଇଣ୍ଡ୍‌’ ଓସ୍କାର ୨୦୨୪ ପାଇଁ ମନୋନୀତ ହୋଇଛି। ଏହି ଫିଲ୍ମ ଏଚ୍‌ଜି ୱେଲ୍ସଙ୍କ ଉପନ୍ୟାସ କାହାଣୀ ଉପରେ ଆଧାରିତ। ଫିଲ୍ମକୁ…

ବୟଫ୍ରେଣ୍ଡ ରକିଙ୍କ ସହ ହିନାଙ୍କ ବ୍ରେକଅପକୁ ନେଇ ଉଠିଲା ପ୍ରଶ୍ନ, ଟ୍ଵିଟରରେ ହିନା ହେଲେ ଟ୍ରେଣ୍ଡ

ହିନ୍ଦୀ ଟେଲିଭିଜନ ଜଗତର ନାମିଦାମୀ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହିନା ଖାନ। ଅକ୍ସରାର ପଜିଟିଭ ଚରିତ୍ର ହେଉ କି କମୋଲିକା ଭଳି ନେଗେଟିଭ ଚରିତ୍ର, ସବୁଥିରେ ଦର୍ଶକଙ୍କ ମନୋରଞ୍ଜନ କରି ପ୍ରଂଶସା ସାଉଁଟି ପାରିଛନ୍ତି। ତେବେ ଏହା ସମସ୍ତେ ଜାଣିଛନ୍ତି ଯେ, ଅଭିନେତ୍ରୀ ହିନା ଖାନ୍‌…

ଆସିଲା ହୀନାଙ୍କ ‘ଲାଇନ୍ସ’ ଫିଲ୍ମର ଟ୍ରେଲର

ଟିଭିର ସାଦାସିଧା ବୋହୂ ହୀନା ଖାନ ଏବେ ଷ୍ଟାଇଲିଶ ହୋଇଗଲେଣି। ଫ୍ୟାନ୍ସ ତାଙ୍କ ଷ୍ଟାଇଲ ଓ ଲୁକ୍ସର ଦୀୱାନା ହୋଇଛନ୍ତି। ଖୁବଶୀଘ୍ର ହୀନାଙ୍କ ନୂଆ ସିନେମା ‘ଲାଇନ୍ସ’ ରିଲିଜ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର ସାମ୍ନାକୁ ଆସିଛି। ହୀନା ଏହି ଫିଲ୍ମ ସହିତ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ…

ହିନା ଖାନ କରୋନା ସଂକ୍ରମିତ, ଗତ କିଛିଦିନ ତଳେ ପିତାଙ୍କର ହୃଦଘାତରେ ହୋଇଥିଲା ପରଲୋକ

ଟିଭି ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କ ପାଇଁ ବେଶ୍ ଘଡିସନ୍ଧି ମୁହୂର୍ତ୍ତ। ପ୍ରଥମେ ବାପାଙ୍କୁ ହରାଇବା ପରେ ଏବେ କରୋନା ସଂକ୍ରମିତ ହୋଇଛନ୍ତି ହିନା । ସୋସିଆଲ ମିଡିଆରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ହିନା । ଏହାସହ ସେ କହିଛନ୍ତି, ଯେଉଁମାନେ ମୋ ସଂପର୍କରେ…

ସମୁଦ୍ର କୂଳରେ ହ୍ଵାଇଟ୍ ଗାଉନ୍ ପିନ୍ଧି ମସ୍ତି କରୁଥିବାର ନଜର ଆସିଲେ ହିନା ଖାନ୍, ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ଟିଭି ଠାରୁ ଆରମ୍ଭ କରି ‘କାନ ଫିଲ୍ମ ଫେଷ୍ଟିଭାଲ’ ରେ ନିଜ ଷ୍ଟାଇଲ୍ କୁ ବଜାୟ ରଖିଛନ୍ତି ହୀନା ଖାନ୍‌ । ସୂଚନା ମୁତାବକ, ହିନା ଖାନ୍ ବର୍ତ୍ତମାନ ନିଜର ପୁରା ପରିବାର ସହ ମାଳଦ୍ୱୀପରେ ଛୁଟି ମନାଇବା ସହ ମସ୍ତି କରୁଥିବାର କିଛି ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।…

ବହୁତ ରୋମାଣ୍ଟିକ ହିନା ଖାନ୍‌ ଙ୍କ ଏହି ଭିଡିଓ ସଙ୍ଗ୍‌, ଆଜି ହେବ ରିଲିଜ୍‌

ଅଭିନେତ୍ରୀ ହିନା ଖାନ୍‌ ସୋସିଆଲ ମିଡିଆରେ ‘ହମ ତୁମକୋ ମିଲ ଗୟେ’ର ଟିଜର୍‌ ସେୟାର କରିଛନ୍ତି। ଏହା ଏକ ରୋମାଣ୍ଟିକ୍‌ ସଙ୍ଗ। ଯେଉଁଥିରେ ହିନା ଏବଂ ଧୀରଜ କପୁରଙ୍କ ବଡିଂ ନଜର ଆସିଛି। ସୋସିଆଲ ମିଡିଆରେ ହିନା ଏହି ଭିଡିଓ ସେୟାର କରିବା ସହ ଲେଖିଛନ୍ତି, ‘ଯାହା ମୁଁ ପ୍ରମିିସ୍‌ କରିଥିଲି ତାହା…

ଲକଡାଉନରେ ଏପରି କିଛି ଦେଖିବା ପରେ କାନ୍ଦିବାକୁ ଲାଗିଲେ ହିନା ଖାନ, ଦେଖନ୍ତୁ ଭିଡ଼ିଓ

ଦେଶରେ କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ଲକଡାଉନ ଜାରି କରାଯାଇଛି। ଏଭଳି ପରିସ୍ଥିତିରେ କାହାକୁ ମଧ୍ୟ କୁଆଡେ ଯିବା ଆସିବା ପାଇଁ ବାରଣ କରାଯାଇଛି। ଏଥିପାଇଁ ସମସ୍ତ ଲୋକମାନେ କ୍ବାରେଣ୍ଟାଇନ ଜୀବନ ବିତାଉଛନ୍ତି। ଏଥିରେ ଅଭିନେତ୍ରୀ ହିନା ଖାନ ଲକଡାଉନରେ ଖୁବ ଚିନ୍ତିତ ହେବା ସହ…

ଗ୍ଲାମରକୁ ଭୁଲି ଘର ପୋଛୁଛନ୍ତି ଅଭିନେତ୍ରୀ ହିନା ଖାନ, ଭିଡିଓ ସେୟାର କରି ଜଣାଇଲେ ନିଜ ଅବସ୍ଥା

ଦେଶ ଲକଡାଉନ ହେବା ପରେ ଅଭିନେତ୍ରୀ ହିନା ଖାନ ଘର ପୋଛୁଛନ୍ତି । ତାଙ୍କ ବାପା ବାଥରୁମ ସଫା କରୁଛନ୍ତି । ହିନା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଘର କାମ କରୁଥିବା ନଜର ଆସୁଛନ୍ତି । କରୋନା ଯୋଗୁ ଅଭିନେତ୍ରୀଙ୍କ ମା ତାଙ୍କୁ ଘରର ସବୁ କାମ କରିବାକୁ ପରାମର୍ଶ…

ହିନା ଖୋଲିଲେ ବଲିଉଡରେ ଗୁମର, କହିଲେ ‘ଏଠାରେ ଟିଭି ଅଭିନେତ୍ରୀଙ୍କ ସହିତ ହୁଏ ଭେଦଭାବ’

ଟିଭି ଅଭିନେତ୍ରୀ ହିନା ଖାନ୍‌ ଏବେ ଫିଲ୍ମ ‘ହ୍ୟାକଡ’କୁ ନେଇ ଏବେ ଚର୍ଚ୍ଚାରେ। ଏହି ଫିଲ୍ମର ପ୍ରମୋଶନକୁ ନେଇ ଏବେ ହିନା ବେଶ୍‌ ପରିଶ୍ରମ କରୁଛନ୍ତି। ଫିଲ୍ମର ପ୍ରମୋସନ ବେଳେ କଥା ହେବା ସମୟରେ ହିନା ବଲିଉଡ ଇଣ୍ଡଷ୍ଟ୍ରୀ ସହିତ ଜଡିତ ଅନେକ ଗୁମର ଖୋଲିଥିଲେ। ହିନା କହିଥିଲେ, ଟିଭି…

ସୁଟିଂ ବେଳେ ହିନା ଖାନ୍‌ଙ୍କ ଉପରେ ଚଢ଼ିଗଲା ଟ୍ରକ୍‌, ଦେଖନ୍ତୁ ଦୁର୍ଘଟଣାର ଭିଡିଓ

ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଫେମ୍‌ ହିନା ଖାନ୍‌ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୁଟିଂ ବେଳେ ତାଙ୍କୁ ଏକ ଟ୍ରକ୍‌ ଧକ୍କା ଦେଇଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ହିନା ନିଜେ ସେୟାର କରିଛନ୍ତି। ତେବେ ଏହି…