ଗ୍ଲାମରକୁ ଭୁଲି ଘର ପୋଛୁଛନ୍ତି ଅଭିନେତ୍ରୀ ହିନା ଖାନ, ଭିଡିଓ ସେୟାର କରି ଜଣାଇଲେ ନିଜ ଅବସ୍ଥା

ଦେଶ ଲକଡାଉନ ହେବା ପରେ ଅଭିନେତ୍ରୀ ହିନା ଖାନ ଘର ପୋଛୁଛନ୍ତି । ତାଙ୍କ ବାପା ବାଥରୁମ ସଫା କରୁଛନ୍ତି । ହିନା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଘର କାମ କରୁଥିବା ନଜର ଆସୁଛନ୍ତି । କରୋନା ଯୋଗୁ ଅଭିନେତ୍ରୀଙ୍କ ମା ତାଙ୍କୁ ଘରର ସବୁ କାମ କରିବାକୁ ପରାମର୍ଶ ଦେଇଛନ୍ତି ।

 

View this post on Instagram

 

#NoOneInNoOneOut since we have stopped calling our domestic help due to Covid-19.. Mommy says (Ab khud Kaam karo, I will only cook) And This video is for one purpose only, entertainment entertainment entertainment for us and you all. A tribute to mine and all the mothers out there who do all the house chores day in and day out without a complaint. And being a creative person with a lot of free time .. I will make sure that I keep you guys entertained even if I am quarantined.. #NoVirusCanStopCreativity this is my take with a lil tadka of entertainment on how we should help them in these times specially because now we’re home and well rested.. Also made me realise how difficult it is and yet she does it with perfection and in ease every single day.

A post shared by HK (@realhinakhan) on

ଭିଡିଓରେ ଦେଖିବାକୁ ମିଳୁଛି ଯେ ହିନାଙ୍କ ମା କିପରି ସମସ୍ତ ଘର ଲୋକଙ୍କୁ କାମ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଯେତେବେଳେ ହିନା ପୋଛା ଲଗାଉ ଲଗାଉ ଥକି ପଡୁଛନ୍ତି, ସେତେବେଳେ ତାଙ୍କ ମା ପହଞ୍ଚି ପୁଣିଥରେ କାମରେ ଲଗାଇ ଦେଉଛନ୍ତି । ତେବେ ଏଭଳି ସମୟରେ ହିନାଙ୍କ ପରିବାରର କ୍ରିଏଟିଭିଟିକୁ ସୋସିଆଲ ମିଡ଼ିଆ ୟୁଜରମାନେ ଖୁବ ପସନ୍ଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.