ପାକିସ୍ଥାନୀ କ୍ରିକେଟର ଫଖର ଜମାନଙ୍କ ସହିତ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଜରୀନ ଖାନ

କ୍ରୀକେଟର ଏବଂ ବଲିଉଡର କକଟେଲ ସବୁବେଳେ ଚର୍ଚ୍ଚାରେ ରହିଥାଏ। କେତେକଙ୍କର ପ୍ରେମ ସଫଳ ହେଇଛି ତ ଆଉ କେତେକଙ୍କର ଅଧୂରା ହୋଇ ରହିଯାଇଛି। କ୍ରୀକେଟରଙ୍କର ବଲିଉଡ କନେକସନ୍ ମିଡିଆରେ ଚର୍ଚ୍ଚା ହେବାକୁ ସମୟ ନେଇଥାଏ।

କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ଜରୀନ ଖାନ ଏବଂ ପାକିସ୍ଥାନ କ୍ରୀକେଟର ଫଖର ଜମାନଙ୍କର ସମ୍ପର୍କର ଖବର ସୋସିଆଲ ମିଡିଆରେ ଜମେଇକି ଭାଇରାଲ ହେବାକୁ ଲାଗିଛି। ଜରୀନଙ୍କର ନାମ ପାକିସ୍ଥାନ ଷ୍ଟାର ଓପନର ଫଖର ଜମାନଙ୍କ ସହିତ ଯୋଡା ଯାଉଥିଲା। ଏବେ ଜରୀନ ଫଖରଙ୍କ ସହିତ ନିଜ ସମ୍ପର୍କର ଖୁଲାସା କରିଛନ୍ତି।

zarineସଲମାନଙ୍କ ସହିତ ଫିଲ୍ମ ’ବୀର’ରୁ ନିଜର ବଲିଉଡ ଡେବ୍ୟୁ କରିଥିବା ଜରୀନ ଏହି ଖବରକୁ ବକୱାସ ବୋଲି କହିଛନ୍ତି। ଟ୍ବିଟରରେ କୌଣସି ଏକ ନ୍ୟୁଜ ୱେବସାଇଟର ଖବରକୁ ସେୟାର କରି ୩୧ ବର୍ଷିୟା ଅଭିନେତ୍ରୀ ଲେଖିଛନ୍ତି, ’ବୁଲସେଟ’ ଏହାର ମାନେ ହେଉଛି ବକୱାସ। ଏହାକୁ ଲେଖି ଜରୀନ ଫଖରଙ୍କ ସହିତ ସମ୍ପର୍କକୁ ମିଛ ବୋଲି କହିଲେ।

ଏହା ସହ ପଢ଼ନ୍ତୁ : ଅନୁଷ୍କା – ଆୟସାଙ୍କ ଝଗଡାରେ ବଳି ପଡିଲେ ଧୱନ ! ଟିମରୁ ବାହାର କଲେ କୋହଲି

ଜଣାଇବାକୁ ଚାହିଁବୁ ସୋସିଆଲ ମିଡିଆରେ ଦୁହିଁଙ୍କର ଡେଟିଙ୍ଗର ଖବର ବହୁତ ଶୀଘ୍ର ଭାଇରାଲ ହେଉଛି ଏବଂ କୁହାଯାଉଛି ଯେ ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି। ଫଖର ଜମାନ ଜିମ୍ବାୱେ ବିପକ୍ଷରେ ଦ୍ବିଶତକ କରିଥିଲେ। ଏମିତି ସ୍କୋର କରିବାର ସେ ଏକମାତ୍ର ପାକିସ୍ଥାନୀ ବଲୋର ଅଟନ୍ତି। ସେ ଏସିଆ କପରେ ଫ୍ଲପ୍ ପ୍ରମାଣିତ ହୋଇଥିଲେ।

Leave A Reply

Your email address will not be published.