ମହିଳାମାନଙ୍କର ଏହି ୬ଟି ଅବଗୁଣ କରିଦେଇଥାଏ କୁଳର ପତ୍ତନ, ଚରିତ୍ରହୀନା ଆଖ୍ୟା ଦେଇଥାଏ ସମାଜ

ସୁଖୀ ଜୀବନ ବିତାଇବା ପାଇଁ ବୈଦିକ ମୁନି, ଋଷିମାନେ ଅନେକ ସୂତ୍ର ବତାଇଛନ୍ତି। ମନୁସ୍ମୃତିରେ ବର୍ଣ୍ଣିତ କିଛି ନିୟମ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି, ଯାହାକୁ ପାଳନ କଲେ ତାଙ୍କର ପବିତ୍ରତା ବଜାୟ ରହିପାରିବ ଏବଂ ସେମାନେ ସମାଜରେ ଆଦର ପାଇପାରିବେ। କିନ୍ତୁ ଯଦି ମହିଳାମାନଙ୍କର ଚରିତ୍ର ତଳକୁ ଖସିଯାଏ, ତ ସେମାନେ ସମାଜରେ ନିନ୍ଦାର ପାତ୍ର ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ କହିବୁ କେଉଁ କେଉଁ କାମ କଲେ ମହିଳାମାନଙ୍କର ଚରିତ୍ରର ପତ୍ତନ ଘଟିଥାଏ।

ddt

୧. ଯେଉଁ ନାରୀ ବା ସ୍ତ୍ରୀ ମଦିରା ବା ମଦ୍ୟପାନ କରିଥାଏ, ସେହି ନାରୀ ନିଜ ପରିବାର ଏବଂ ସମାଜ ପାଇଁ କଳଙ୍କ ସାଜିଥାଏ।

୨. ଉତ୍ପାତି ପୁରୁଷମାନଙ୍କ ସହ ସଙ୍ଗ କରୁଥିବା ନାରୀର ପତ୍ତନ ବହୁତ ଜଲଦି ହୋଇଯାଇଥାଏ। ଏହି କାରଣରୁ ପରିବାରର ଅନ୍ୟ ମହିଳାମାନଙ୍କୁ ମଧ୍ୟ ସମାଜରେ ଖରାପ ନଜରରେ ଦେଖାଯାଇଥାଏ।

gf

୩. ସ୍ୱାମୀଙ୍କ ସହିତ ରହୁ ନ ଥିବା ମହିଳା ଏବଂ ତାଙ୍କ ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଚାଲିଯାଇଥାଏ।

୪. ବିନା କୌଣସି କାମରେ ଏଠି ସେଠି ବୁଲୁଥିବା ମହିଳାମାନଙ୍କ ଚରିତ୍ରରେ ଦୋଷ ଲାଗିଥାଏ। ବିବାହିତା ନାରୀ ଯଦି ଏପରି କରିଥାଏ, ତେବେ ତାଙ୍କ ଶାଶୁଘର ଏବଂ ବାପଘର ଉଭୟର ପ୍ରତିଷ୍ଠା ହାନି ଘଟିଥାଏ।

gd

୫. ଅସମୟ ଏବଂ ଡେରି ପର୍ଯ୍ୟନ୍ତ ଶୋଉଥିବା ମହିଳା ନିଜ ଶରୀରର ତ ଅନିଷ୍ଟ କରିଥାନ୍ତି, ତା’ ସହିତ ପାରିବାରିକ ଦାୟିତ୍ୱକୁ ଠିକ ଭାବେ ସମ୍ଭାଳିପାରି ନ ଥାନ୍ତି। ଏଥିପାଇଁ ସେମାନେ ଶାରୀରିକ ଏବଂ ମାନସିକ ଭାବେ ବେମାର ରହିଥାନ୍ତି।

୬. ପିତା ଏବଂ ପତିଙ୍କ ଘର ମହିଳାଙ୍କ ପାଇଁ ଉପଯୁକ୍ତ ହୋଇଥାଏ। କିନ୍ତୁ ଯିଏ ନିଜ ଘର ଛାଡ଼ି ଅନ୍ୟ ଘରେ ରହିଥାଏ ତାଙ୍କ ଚରିତ୍ରରେ ଦୋଷ ଆସିପାରେ।

Leave A Reply

Your email address will not be published.