ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନମ୍ବର-୯ର ଅଙ୍ଗନଓ୍ଵାଡ଼ି କର୍ମୀ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍‌

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି କର୍ମୀ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନମ୍ବର-୯ରେ କାର୍ଯ୍ୟରତ ଅଙ୍ଗନଓ୍ଵାଡ଼ି କର୍ମୀ ନମିତା ଦଳେଇଙ୍କ ଘରେ ଚଢାଉ।

ଲକ୍ଷ୍ମୀ ନୃସିଂହ ସାହି ପ୍ରଥମ ଲାଇନ୍‌ରେ ଥିବା ନିଜ ଘର, ଗଣେଷ ନଗର ଘର, ଭୁନେଶ୍ୱରରେ ଥିବା ୨ଟି ଆପାର୍ଟମେଣ୍ଟ ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍‌ ଚାଲିଛି। ବ୍ରହ୍ମପୁର ଭିଜିଲାନ୍‌ସ ପକ୍ଷରୁ ଚଢାଉ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.