ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ହାତଛଡା କରନ୍ତୁ ନାହିଁ। ଯଦି ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଜଲଦି କରନ୍ତୁ ଆବେଦନ। ଷ୍ଟାଫ ସିଲେକ୍ସନ କମିଶନ କମ୍ବାଇଣ୍ଡ ଗ୍ରାଜୁଏଟ ଲେବଲରେ ଭର୍ତ୍ତି ପାଇଁ ଆବେଦନପତ୍ର ଗ୍ରହଣ କରୁଛି। ଆବେଦନ କରିବାର ଶେଷ ତାରିଖ ଆଜି ରହିଛି। ଯେଉଁମାନେ ଆପ୍ଲାଏ କରିନାହାନ୍ତି, ସେମାନେ ଜଲଦି ଆବେଦନ କରିଦିଅନ୍ତୁ। ଅଧିକ ଜାଣିବା ପାଇଁ ssc.nic.in କୁ ଯାଇ ଆପ୍ଲାଏ କରିପାରିବେ।
ପଦବୀ ବିବରଣୀ:
ଆସିଷ୍ଟାଣ୍ଟ ଅଡିଟ ଅଫିସର
ଆସିଷ୍ଟାଣ୍ଟ ଆକାଉଣ୍ଟସ ଅଫିସର
ଆସିଷ୍ଟାଣ୍ଟ
ଇନକମ ଟ୍ଯାକ୍ସ ଇନ୍ସପେକ୍ଟର
ସେଣ୍ଟ୍ରାଲ ଏକ୍ସାଇଜ ଇନ୍ସପେକ୍ଟର
ଆସିଷ୍ଟାଣ୍ଟ ଏନଫୋର୍ସମେଣ୍ଟ ଅଫିସର
ସବ ଇନ୍ସପେକ୍ଟର
ପରୀକ୍ଷା: ଏହି ପଦବୀରେ ପରୀକ୍ଷା ୨୯ ମଇରୁ ୭ ଜୁନ ମଧ୍ୟରେ ହେବ।
ଏହା ବିଷୟରେ ଅଧିକ ଜାଣିବା ପାଇଁ ଯେପରିକି ବୟସ ସୀମା, ଆବେଦନ ଶୁଳ୍କ ଏବଂ ଅନ୍ଯ ସମସ୍ତ ବିବରଣୀ ପାଇଁ ଅଧିକାରକ ନୋଟିଫିକେସନକୁ ଯାଇ ଡାଉନଲୋଡ କରି ଭଲଭାବେ ପଢି ଆପ୍ଲାଏ କରନ୍ତୁ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ…
https://ssc.nic.in/SSCFileServer/PortalManagement/UploadedFiles/notice_CGLE_29122020.pdf