ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୁଣି ଜଣେ ଯବାନଙ୍କ ଅପହରଣ କଲେ ମାଓବାଦୀ

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୁଣି ଜଣେ ଯବାନଙ୍କ ଅପହରଣ କଲେ ମାଓବାଦୀ। ଯବାନ ଜଣକ ଛୁଟିରେ ଘରକୁ ଯାଇ ଥିବା ବେଳେ ଗାଁ ନିକଟରେ ମେଳା ଦେଖିବା ଯିବା ବେଳେ ମାଓବାଦୀ ଜବାନଙ୍କୁ ଅପହରଣ କରିନେଇଥିବା ସୂଚନା ମିଳିଛି। ଯବାନ ଜଣକ ହେଲେ ମୁରଲୀ ତାତି। ତାଙ୍କ ଘର ବିଜାପୁରର ପାଲନାର ।

ଯବାନ ଜଣକ ପୋଲିସ ASI ଭାବେ ଜଗଦଲପୁର ଠାରେ କାର୍ଯ୍ଯରତ ଥିଲେ । ଗତ କିଛିଦିନ ହେବ ଘରକୁ ଛୁଟିରେ ଫେରିଥିଲେ। ତେବେ ଆଜି ୪ଟା ସମୟରେ ପାଲନାର ଠରୁ ମାଓବାଦୀ ଅପହରଣ କରିଛନ୍ତି। ଅପହରଣ ଘଟଣା ନେଇ ବିଜାପୁର SP କମୋଲୋଚନ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.