ଅଷ୍ଟ୍ରେଲିଆ ବିଶେଷଜ୍ଞ ଦଳଙ୍କ ମତ : ୨୦୫୦ ରେ ହେବ ମହାପ୍ରଳୟ, ଚାଲିଯିବ କୋଟି କୋଟି ଲୋକଙ୍କ ଜୀବନ

ମାନବ ସଭ୍ୟତାର ବିଲୋପର କାରଣ ହୋଇପାରେ ଜଳବାୟୁ ପରିବର୍ତ୍ତନ । ଏପରି କହିଛନ୍ତି ଅଷ୍ଟ୍ରେଲିଆର ଗବେଷକ ଦଳ । ୩ ଦଶନ୍ଧୀ ପରେ ପ୍ରାୟ ୨୦୫୦ ବେଳକୁ ମାନବ ସଭ୍ୟତା ଲୋପ ହୋଇପାରେ । ସେତେବେଳକୁ ୧୪୦ ମିଲିୟନ ଲୋକ ସମୁଦ୍ର ଜଳ ପତ୍ତନ ବୃଦ୍ଧି ଯୋଗୁ ସ୍ଥାନାନ୍ତର ହେବେ ।

glacier

ଆଉ ୪୨୦ ମିଲିୟନ୍‌ରୁ ଅଧିକ ଲୋକ ହିଟ୍‌ େଓ୍ଵଭର ସାମନା କରିବେ ।  କେତେକାଂଶରେ ଲୋକେ ଭୀଷଣ ମରୁଡିର ସାମ୍ନା କରିବେ । ସମୁଦ୍ର ଜଳ ପତ୍ତନ ବୃଦ୍ଧି ଯୋଗୁ ଆଉ କେତେକାଂଶ ବୁଡ଼ିଯିବ ।

 

end of civilization
photo credit: The guardian

ଏହାଛଡା ବହୁ ଗ୍ଲେସିୟର ତରଳିବାରେ ଲାଗିଛି। ଏହାଦ୍ବାରା ଗ୍ଲୋବାଲ ଓ୍ବାର୍ମିଂ ବଢିବ। ଏବେ ତାପମାତ୍ରା ଆଭରେଜ୍ ୫ଡିଗ୍ରୀ ଫାରେନହାଇଟ୍ ପର୍ଯ୍ୟନ୍ତ ବଢୁଛି। ୨୦୫୦ ବେଳକୁ ସମୁଦ୍ର ଜଳ ପତ୍ତନ ୦.୫ ମିଟରରୁ ବୃଦ୍ଧି ପାଇ ୦.୧୯ ମିଟର ବୃଦ୍ଧି ପାଇବ ।

famine

ଫଳରେ ଏହା ମାନବ ସଭ୍ୟତା ପାଇଁ ଶେଷ ସମୟ ହୋଇପାରେ ବୋଲି ଏହି ଗବେଷକ ଦଳ ପ୍ରକାଶ କରିଛନ୍ତି । ଏଭଳ ପରିସ୍ଥିତିରେ ୨୦୫୦ରେ ମହାପ୍ରଳୟ ଆସିବ। ଜାତିସଂଘ େଓ୍ଵବସାଇଟରେ ମଧ୍ୟ ଏହି ତଥ୍ୟ ରହିଛି ।

Leave A Reply

Your email address will not be published.