ଦେଖନ୍ତୁ Viral Video: ଷ୍ଟେଜ୍ ଉପରେ କନ୍ୟା ସହିତ ଏମିତି ଲଜ୍ଜାଜନକ ହରକତ କରିବାକୁ ଲାଗିଲା ଯୁବକ, ଦେଖି ଆଶ୍ଚର୍ଯ୍ୟ ହୋଇଗଲା ବର
ଏବେ ବିବାହ ଋତୁ ଚାଲିଛି। ଗୋଟିଏ ପରେ ଗୋଟିଏ ମଜାଦାର ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି। ଏମିତି ହିଁ ଏକ ଭିଡିଓ ଲୋକଙ୍କୁ ପସନ୍ଦ ଆସିଛି। ଯଦିଓ ଏହି ଭିଡିଓ ଦେଖିଲେ ହସ ଲାଗୁଛି, କିନ୍ତୁ କିଛି ଲୋକଙ୍କୁ ଏହା ଆଶ୍ଚର୍ଯ୍ୟ ବି କରି ଦେଉଛି। ଲୋକେ ଏହା ଭାବି ଚକିତ ହୋଇଯାଉଛନ୍ତି କି, କେମିତି ଜଣେ ଯୁବକ ସର୍ବସାଧାରଣରେ ଏଭଳି ହରକତ କରିପାରୁଛି।
ଯୁବକ ଜଣକ ବର ସାମ୍ନାରେ କନ୍ୟା ସହିତ ଯାହା କରିଛି, ତାହା ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି କି, ସେଠାରେ ଏକ ବିବାହର ଷ୍ଟେଜ ରହିଛି, ଯେଉଁଠି ବର-କନ୍ୟା ବସିଛନ୍ତି। ଏତିକି ବେଳେ ଷ୍ଟେଜ ଉପରକୁ ଜଣେ ଯୁବକ ଆସିଛି। ଯୁବକ ଜଣକ କନ୍ୟା ସହିତ ଏମିତି ମସ୍ତି କରୁଛି କି, ଲୋକଙ୍କୁ ବୁଝା ପଡ଼ୁନି ଯେ ସେ କ’ଣ କରୁଛି।
ଭିଡିଓଟିକୁ official_niranjanm87 ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଲୋକେ ଏଭଳି ଫନି ମୋମେଣ୍ଟ ଦେଖି ବିଭିନ୍ନ ପ୍ରକାର ମଜାଳିଆ କମେଣ୍ଟ ଦେବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏହା କ’ଣ ଚାଲୁଛି ବେ’। ଅନ୍ୟ ଜଣେ ଲେଖିଛନ୍ତି, ‘ପାଗଳ’। ତେବେ ଭିଡିଓକୁ ଏ ପର୍ଯ୍ୟନ୍ତ ୧ ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଲାଇକ ପ୍ରକ୍ରିୟା ଜାରି ରହିଛି।
View this post on Instagram