ଆସନ୍ତାକାଲି ହାତକୁ ଦିହାତ ହେବେ ପରିଣୀତି ଓ ରାଘବ
ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଆସନ୍ତାକାଲି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ବିବାହରେ ଅନେକ ବଡ ବଡ ବ୍ୟକ୍ତିତ୍ୱ ସାମିଲ ହେବେ ।
ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ବିବାହର କାର୍ଯ୍ୟସୂଚୀ :…