Below header
Browsing Tag

marriage

୧୬ ବର୍ଷରୁ ଅଧିକ ବୟସର ମୁସଲିମ୍ ଝିଅମାନେ ନିଜ ପସନ୍ଦରେ କରିପାରିବେ ବିବାହ: ପଞ୍ଜାବ ଓ ହରିୟାଣା ହାଇକୋର୍ଟ

ନୂଆଦିଲ୍ଲୀ : ପଞ୍ଜାବ-ହରିଆଣା ହାଇକୋର୍ଟ ଏକ ମାମଲାର ଶୁଣାଣି କରି ବଡ଼ ରାୟ ଦେଇଛନ୍ତି । ଯାହା ଅନୁଯାୟୀ ଜଣେ ମୁସଲମାନ ଝିଅ ୧୬ ବର୍ଷ ବୟସରେ ନିଜ ଇଚ୍ଛା ଅନୁଯାୟୀ ବିବାହ କରିପାରିବ। ଏହା ପଛରେ କୋର୍ଟ ଇସଲାମିକ ନିୟମକୁ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ପୁଅ ଓ ଝିଅଙ୍କର କିଶୋର ଅବସ୍ଥାରେ ଯୌନ…

ରାତିରେ ସରିଲା ବିବାହ, ସକାଳୁ ଭାଙ୍ଗିଲା ସମ୍ପର୍କ ; କନ୍ୟା କହିଲା- ବୁଢ଼ା ବର ସହ ଯିବିନି

ନୂଆଦିଲ୍ଲୀ : ବିବାହ ଋତୁରେ ଅନେକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶର ବାରାଣସୀ ଅଞ୍ଚଳରେ ବିବାହର କିଛି ସମୟ ପରେ କନ୍ୟା ବୈବାହିକ ସଂପର୍କକୁ ଭାଙ୍ଗି ଦେଇଛି । କନ୍ୟାର କହିବା ଅନୁସାରେ ବରର ବୟସ ବହୁତ ଅଧିକ । ବାରାଣସୀର ଚୌବେପୁର ଅଞ୍ଚଳରୁ ଏଭଳି ଖବର ଆସିଛି ।…

ଭାରତ-ଚୀନ ସୀମାରେ ପହଞ୍ଚିଲେ ଲକ୍ଷ୍ନୌର ମହିଳା, କହିଲେ- ମୁଁ ପାର୍ବତୀ, ଶିବଙ୍କୁ କରିବି ବିବାହ

ନୂଆଦିଲ୍ଲୀ : କୁହାଯାଏ ଭଗବାନ ଶିବ ହେଉଛନ୍ତି ତପେ ବାର ନହେଲେ କୋପେ ବର । ତାଙ୍କ ପରି ସ୍ୱାମୀ ପାଇବାକୁ ସବୁ ଝିଅ ମାନଙ୍କର ଇଚ୍ଛା ଥାଏ। ପୌରାଣିକ କାହାଣୀ ଅନୁଯାୟୀ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ସତୀ ଘୋର ତପସ୍ୟା କରିଥିଲେ ଏବଂ ସତୀଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ସତୀଙ୍କୁ ନିଜ…

୫୪ ବର୍ଷ ବୟସରେ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ବିବାହ କଲେ ହଂସଲ ମେହେତା, ୪ ପିଲାଙ୍କ ଉପସ୍ଥିତିରେ ସମ୍ପର୍କରେ ମାରିଲେ…

ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମ ନିର୍ମାତା ହଂସଲ ମେହେତା ନିଜ ପାର୍ଟନର ସଫିନା ହୁସେନ୍‌ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟେ ସମସ୍ତଙ୍କ ଠାରୁ ଦୂରରେ ଲିଫୋର୍ଣ୍ଣିୟାରେ ଏକ ଛୋଟ ଉତ୍ସବ ଆୟୋଜନ କରି ବିବାହ କରିଛନ୍ତି। ହଂସଲ ମେହେତା ଓ ସଫିନା ହୁସେନ୍‌ଙ୍କ ବିବାହ ବେଳର ଫଟୋ…

ସଂସାର ଉଜାଡିଦେଲା ଢୋକଲା, ବାହାଘରର କିଛି ସମୟ ପୂର୍ବରୁ ଚାଲିଗଲା ଡାକ୍ତରୀ କନ୍ୟାର ଜୀବନ

ଯେଉଁ ଝିଅକୁ ବାପା ହସଖୁସିରେ ଶାଶୁ ଘର ବିଦା କରିଥାନ୍ତା, ଆଜି ସେହି ଝିଅକୁ କୋକେଇରେ ମଶାଣିକୁ ପଠାଉଛି। ଠିକ୍‌ ବାହାଘରଦିନ ଚାଲିଗଲା କନ୍ୟାର ଜୀବନ। ମଧ୍ୟପ୍ରଦେଶର ଛିଦବାଡାରେ ଏକ ଦୁଃଖଦ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାରରର ବିବାହର କିଛି ସମୟ ପୂର୍ବରୁ ଦୁଃଖର ପାହାଡ…

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ବିଗବସ୍‌ ଫେମ୍‌ ଅଲୀ ଗୋନି ଓ ଜସ୍ମିନ୍‌ ଭସୀନ୍‌, ସେୟାର କଲେ ଖୁସି…

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ବିଗବସ୍‌ ଫେମ୍‌ ଅଭିନେତା ଅଲୀ ଗୋନି ଓ ତାଙ୍କ ଗାର୍ଲଫ୍ରେଣ୍ଡ୍‌ ଜସ୍ମିନ୍‌ ଭସୀନ୍‌। ବିଗ୍‌ ବସ୍‌ ସିଜନ୍‌ ୧୪ରେ ଆରମ୍ଭ ହୋଇଥିବା ଏହି ପ୍ରେମ ଏବେ ରିୟଲ ଲାଇଫ୍‌ରେ ବିବାହରେ ପରିଣତ ହେଉଛି। ଏ ନେଇ ନିଜେ ଅଲୀ ଗୋନି ସଙ୍କେତ ଦେଇଛନ୍ତି।…

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବେବି ଡଲ୍‌ କନିକା, ଭାଇରଲ ହେଉଛି ମେହେନ୍ଦୀ ଫଟୋ

ବଲିଉଡରେ ଏବେ ଚାଲିଛି ବିବାହ ଋତୁ। ବଲିଉଡ୍ ଷ୍ଟାରଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟିଙ୍କ ବିବାହ ଖବର ଏବେ ଶୁଣିବାକୁ ମିଳୁଛି। ଏବେ ବଲିଉଡ ଇଣ୍ଡଷ୍ଟ୍ରୀ ଲୋକପ୍ରିୟ ଗାୟିକା କନିକା କପୁର ମଧ୍ୟ ବିବାହ ବନ୍ଧନରେ ଆଜି ଆବଦ୍ଧ ହେବେ। ନିକଟରେ ତାଙ୍କର ବିବାହର ପ୍ରିୱେଡିଂର ସମସ୍ତ…

ପ୍ରେମିକା ତ୍ରିବେଣୀଙ୍କ ସହିତ ନିର୍ବନ୍ଧ କଲେ କୋରିଓଗ୍ରାଫର ତୁଷାର କାଲିଆ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

କୋରିଓଗ୍ରାଫର ତଥା ଡ୍ୟାନ୍ସ ଦିଓ୍ଵାନେ ଶୋର ଜଜ୍‌ ତୁଷାର କାଲିଆ ପ୍ରେମିକା ତ୍ରିବେଣୀ ବର୍ମନଙ୍କ ସହିତ ନିର୍ବନ୍ଧ କରିଛନ୍ତି। ନିଜ ଫ୍ୟାନ୍ସ ଏବଂ ଫଲୋୟର୍ସଙ୍କୁ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ତୁଷାର ନିର୍ବନ୍ଧର ଫଟୋ ସେୟାର କରିଛନ୍ତି। ତାଙ୍କ ଫଟୋ ଦେଖି ବଲିଉଡର ଅନେକ ସେଲିବ୍ରିଟ…

ପାଠ ଆଗ! ଅଧାରୁ ବାହାଘର ଛାଡ଼ି ପରୀକ୍ଷା ଦେବାକୁ କଲେଜରେ ପହଞ୍ଚିଲା କନ୍ୟା, ବାହାରେ ଅପେକ୍ଷା କଲା ବର; ଭାଇରାଲ ହେଉଛି…

ବାହାଘର ପର ଦିନ ଝିଅ ଶାଶୁ ଘରକୁ ବିଦା ନ ହୋଇ ପହଞ୍ଚିଥିଲା ପରୀକ୍ଷା ହଲ୍‌ରେ। ପରୀକ୍ଷାରେ ବୋହୂ ବେଶରେ ନବବଧୂ ନିଜ ପେପର ଲେଖି ସାରିବା ପରେ ଆରମ୍ଭ ହୋଇଥିଲା ବାକି ବିବାହ କାର୍ଯ୍ୟକ୍ରମ। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଝାନ୍ସୀରେ। ଏଠାରେ ବିବାହ ପର ଦିନ ହିଁ…

ପୁତୁରା ବାହାଘର ଶୋଭାଯାତ୍ରା ବେଳେ ଅଘଟଣ, ଡିଜେ ଗାଡି ଚକା ତଳେ ପଡ଼ି ଚାଲିଗଲା ଦାଦାଙ୍କ ଜୀବନ

ବାଲେଶ୍ଵର (କେନ୍ୟୁଜ): ଡିଜେ ବାଜୁଥିଲା । ଡିଜେ ର ତାଳେ ତଳେ ସମସ୍ତେ ନାଚୁଥିଲେ । ଆଉ କିଛି ସମୟ ପରେ ବିବାହ ସାରି ଘରକୁ ଫେରିଥାନ୍ତେ ବର ଆଉ କନ୍ୟା । ହେଲେ କିଏ ଜାଣିଥିଲା ନିମିଷକ ମଧ୍ୟରେ ସବୁ ଖୁସି ମିଳେଇ ଯିବ । ପୁତୁରାର ବିବାହ ଶୋଭାଯାତ୍ରାରେ ଯାଇ ଦାଦାର ମୃତ୍ୟୁ । ଏଭଳି ଏକ ଘଟଣା…

ଏଆର୍‌ ରହମାନ୍‌ଙ୍କ ଝିଅ ବାହାଘର, ସାମ୍ନାକୁ ଆସିଲା ବିବାହ ବେଳର ପ୍ରଥମ ଫଟୋ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରୀର ଜଣାଶୁଣା ନିର୍ଦ୍ଦେଶକ ଏଆର ରହମାନ୍‌ଙ୍କ ଝିଅ ଖତିଜା ରହମାନ୍‌। ଅଡିଓ ଇଞ୍ଜିନିୟର ରିୟାସଦ୍ଦିନ ଶେଖ୍‌ ମହମ୍ମଦଙ୍କୁ ବିବାହ କରିଛନ୍ତି ଖତିଜା। ବିବାହ ବେଳର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ଖତିଜା ସ୍ୱାମୀ…

ବିବାହ ବେଦୀରେ ଟ୍ୱିଷ୍ଟ : ବର ଠାରୁ ବରଣମାଳା ଛଡ଼ାଇ ପ୍ରେମିକାକୁ ପିନ୍ଧାଇଲା ପ୍ରେମିକ, ମଥାରେ ଲଗାଇଲା ସିନ୍ଦୁର

ନୂଆଦିଲ୍ଲୀ : ବିହାରର ରାଜଧାନୀ ପାଟଣାର ଏରଇ ଗାଁରେ ବିବାହ ସମୟରେ ଅଭାବନୀୟ ଦେଖିବାକୁ ମିଳିଛି। ଏଠାରେ ବରଣମାଳା ସମୟରେ ଜଣେ ପ୍ରେମିକ ଉନ୍ମକ୍ତ କାଣ୍ଡ କରିଛି । ସେ ବର ହାତରୁ ବରଣମାଳା ଛଡ଼ାଇ ଆଣି ପ୍ରେମିକା ବେକରେ ପିନ୍ଧାଇ ଦେଇଛି । କେବଳ ସେତିକି ନୁହେଁ ପ୍ରେମିକାର ମଥାରେ ସିନ୍ଦୁର ବି…