Browsing Tag

marriage

ବିବାହ ମଣ୍ଡପ ସାଜିଲା ରଣକ୍ଷେତ୍ର, ବର କନ୍ୟା ହେଲେ ଚାପୁଡ଼ା ମରାମରି: ଭିଡିଓ ଦେଖି ଲୋକେ କହିଲେ ଏଇତ ଆରମ୍ଭ …

ଆଜିକାଲି ବିବାହ ଋତୁ ଚାଲିଛି। ଏଭଳି ପରିସ୍ଥିତିରେ ବିବାହ ସମ୍ବନ୍ଧୀୟ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ କିଛି ଦିନ ହେବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବର ଏବଂ କନ୍ୟା ପରସ୍ପରକୁ ଚାପୁଡ଼ା ମରାମରି ହେଉଥିବାର ଦେଖାଯାଉଛି। ଯେପରି…

ପ୍ରଥମ ପତ୍ନୀଙ୍କ ଅନୁମତିରେ ୬୬ ବର୍ଷରେ ବର ସାଜିବେ ଅରୁଣ ଲାଲ, ୨୮ ବର୍ଷୀୟ ଛୋଟ ବୁଲବୁଲକୁ ହେବେ ବାହା

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ତଥା ପଶ୍ଚିମବଙ୍ଗ ବର୍ତ୍ତମାନର କୋଚ ଅରୁଣ ଲାଲ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଅରୁଣ ଲାଲ ମେ ୨ ତାରିଖରେ ସ୍କୁଲ ଶିକ୍ଷୟତ୍ରୀ ବୁଲବୁଲ ଶାହାଙ୍କୁ ବିବାହ କରିବେ । ୬୬ ବର୍ଷୀୟ ଅରୁଣ ଲାଲ୍‌ ୩୭ ବର୍ଷୀୟ ବୁଲବୁଲଙ୍କୁ ବିବାହ…

ରଣବୀର-ଆଲିଆଙ୍କ ପରେ ହେବ ଆଥିୟା- ରାହୁଲଙ୍କ ବିବାହ, ସୁନୀଲ ସେଟ୍ଟୀ ଘରେ ଆରମ୍ଭ ହେଲାଣି ପ୍ରସ୍ତୁତି

ଟିଭି ଇଣ୍ଡଷ୍ଟ୍ରୀ ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଏବେ ସବୁଠାରୁ ବିବାହ ଋତୁ ଚାଲିଛି। ପୂର୍ବରୁ ବିକ୍କି କ୍ୟାଟ୍ରିନାଙ୍କ ବିବାହ ସରିଥିବା ବେଳେ ଏବେ ରଣବୀର ଏବଂ ଆଲିଆଙ୍କ ବିବାହ ସରିଛି। ଏହା ପରେ ପୁଣି ବଲିଉଡରୁ ଆଉ ଏକ ଖୁସି ଖବର ଶୁଣିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ସୁନୀଲ…

ପ୍ରତି ୩ ବର୍ଷରେ ଥରେ ପରସ୍ପରକୁ ଛାଡ଼ପତ୍ର ଦେଇ ପୁଣି ବିବାହ କରିଥାନ୍ତି ଏହି ଦମ୍ପତି, କାରଣ ଜାଣିଲେ ହସ ରୋକିପାରିବେନି

ବାହାଘର କେବଳ ଦୁଇଟି ମଣିଷ ମଧ୍ୟରେ ହୋଇନଥାଏ। ବରଂ ଏହା ଦୁଇଟି ପରିବାରର ମିଳନ ବୋଲି ମଧ୍ୟ କୁହାଯାଏ। ବିବାହର କେତେକ ନିୟମ ରହିଛି। ବିବାହ ପରେ ଅନେକ ସ୍ଥାନରେ ଝିଅକୁ ସ୍ୱାମୀର ଟାଇଟଲ୍‌ ବା ସାଙ୍ଗିଆ ଅନୁସାରେ ନିଜ ସରନେମ୍‌କୁ ବଦଳାଇବାକୁ ପଡ଼ିଥାଏ। ନିଜ ଇଚ୍ଛା ଥାଉ କି ନଥାଉ କିନ୍ତୁ ସମାଜର…

ନିଜ ବାହାଘରରେ ବ୍ୟାଟ୍‌ ନେଇ ପହଞ୍ଚିଲେ ସୁନ୍ଦରୀ ପାକିସ୍ତାନୀ କ୍ରିକେଟର, ସ୍ୱାମୀ ହେଲେ ଆଶ୍ଚର୍ଯ୍ୟ

ଦୁନିଆର ସବୁଠାରୁ ସୁନ୍ଦର ମହିଳା କ୍ରିକେଟର କାୟନାତ ଇମତିଆଜ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କାୟନାତ ମହମ୍ମଦ ବକାର ଉଦ୍ଦିନଙ୍କୁ ବିବାହ କରିଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, କାୟନାତ ବିବାହ କରିବାକୁ ଯିବା ସମୟରେ ସାଙ୍ଗରେ ବ୍ୟାଟ୍‌ ନେଇ ଯାଇଥିଲେ। ଯାହାର ଫଟୋ ସୋସିଆଲ…

ୱେଡିଂ ୱେବ୍‌ସାଇଟ୍‌ରେ ପାର୍ଟନର ଖୋଜୁଥିଲେ ସାବଧାନ୍‌! ଏମିତି ଠକାମୀରେ ପଡ଼ିପାରନ୍ତି

ବିବାହ କଥା ଆସିଲେ ଏବେ ଆଉ କେହି ମଧ୍ୟସ୍ଥିକୁ ଖୋଜୁ ନାହାନ୍ତି। ବର୍ତ୍ତମାନର ଆଧୁନିକ ଯୁଗରେ ଲୋକମାନେ ବିଭିନ୍ନ ୱେଡିଂ ୱେବ୍‌ସାଇଟ୍‌ ମାଧ୍ୟମରେ ନିଜ ପୁଅ ଝିଅଙ୍କ ବିବାହ ସ୍ଥିର କରୁଛନ୍ତି। ଏଥିରେ ଆରାମରେ ହାତ ପାହାନ୍ତାରେ ଭଲ ଭଲ ପ୍ରସ୍ତାବ ମିଳିଯାଉଥିବାରୁ ଲୋକମାନେ ଆଉ କୌଣସି ତୃତୀୟ…

ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ଅଭିନେତ୍ରୀ ରାଗିଣୀ, ଗୋଆର ଶିବଶଙ୍କରଙ୍କୁ କଲେ ବିବାହ

ବଲିଉଡ ହେଉ ଅବା ଓଲିଉଡ ଏବେ କେବଳ ବିବାହ ଋତୁ। ପ୍ରାୟତ ଅଭିନେତା ଓ ଅଭିନେତ୍ରୀ ଏବେ ବିବାହ କରୁଛନ୍ତି। ଏହି ଲିଷ୍ଟରେ ରହିଛନ୍ତି ଓଲିଉଡ ଅଭିନେତ୍ରୀ ରାଗିଣୀ ରିୟା ସୂତ୍ରଧର। ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାଗିଣୀ । ସହଦେବ ଓ ଅଞ୍ଜଳି ସୂତ୍ରଧରଙ୍କ ସୁକନ୍ୟା ରାଗିଣୀ…

ୟୁକ୍ରେନର ଏ ଚିତ୍ର କୋଉ ଫିଲ୍ମରୁ ବି କମ ନୁହେଁ, ଯୁଦ୍ଧ ବେଳେ ବିବାହ କଲେ ପ୍ରେମୀ ଯୋଡି

ଯେତେବେଳେ ଋଷ ପକ୍ଷରୁ ବୋମା ଓ କ୍ଷେପଣାସ୍ତ୍ର ୟୁକ୍ରେନ ଉପରେ ପଡିଚାଲିଥିଲା । ଋଷ ଯୁଦ୍ଧ ବିମାନ ଗୋଟେ ପରେ ଗୋଟେ ଅଞ୍ଚଳକୁ ଟାର୍ଗେଟ କରୁଥିଲେ ଠିକ ସେତିକିବେଳେ ଏକ ଦମ୍ପତ୍ତି ଚର୍ଚ୍ଚରେ ବିବାହ କରୁଥିଲେ । ଏହି ଦମ୍ପତିଙ୍କ ବିବାହ ଓ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ…

କେନ୍ଦ୍ରାପଡା ବଜରପୁର ଗାଁରେ ମଣିଷ ଓ ଦେବୀଙ୍କ ଭିତରେ ବାହାଘର ପରମ୍ପରା

ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ନିଆରା ଉତ୍ସବ ଦେଖିବାକୁ ମିଳେ। କିମ୍ବଦନ୍ତୀର ଅପୂର୍ବ ଝଲକ ଏଠି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଦିଏ। ଏଠି ପ୍ରତ୍ୟେକ ପୂଜା ପର୍ବ ସହ ଭଗବାନଙ୍କ ବାହାଘରକୁ ମଧ୍ୟ ବଡ଼ ଧୂମଧାମରେ ପାଳନ କରାଯାଏ। ଆଜି ଆମେ ଓଡ଼ିଶାର ଯେଉଁ ଝଲକ ଦେଖାଇବୁ ତାହା ରହିିଛି…

ଭୁବନେଶ୍ୱରରେ ଗୋଟେ ମାସରେ ୨୫୦୦ ବିବାହ ରେକର୍ଡ, ଆଗକୁ ରହିଛି ଲମ୍ବା ଲିଷ୍ଟ

ଗତ ତିନି ସପ୍ତାହ ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କେବଳ ୨,୦୦୦ ରୁ ଅଧିକ ବିବାହ ଆୟୋଜନ କରାଯାଇଥିଲା ଏବଂ ଗତ ସାତ ଦିନ ମଧ୍ୟରେ ୬୦୦ ରୁ ଅଧିକ ବିବାହ ହୋଇଥିବା ଜଣାପଡିଛି। ଗତ ଦୁଇ ବର୍ଷରେ ଅଟକି ରହିଥିବା ବିବାହ ଓ ଚଳିତ ବର୍ଷ ମାସ ଆରମ୍ଭରୁ ହୋଇଥିବା ବିବାହକୁ ମିଶାଗଲେ ମ୍ୟାରେଜ୍…

କେରଳ ସରକାରଙ୍କ ଐତିହାସିକ ନିଷ୍ପତ୍ତି ; ଦେଶରେ ପ୍ରଥମଥର ଫେବୃଆରୀ ୧୪ରେ କିନ୍ନରଙ୍କ ହାତ ଧରିବେ ଆଉ ଜଣେ କିନ୍ନର

ନୂଆଦିଲ୍ଲୀ : ଦେଶରେ ପ୍ରଥମଥର ପାଇଁ କେରଳ ସରକାର ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ଯାଉଛନ୍ତି । ଜଣେ ଟ୍ରାନ୍ସଜେଣ୍ଡର ଦମ୍ପତି ଭାଲେଣ୍ଟାଇନ୍ସ ଡେ ଅର୍ଥାତ୍ ୧୪ ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି। LGBT ସମ୍ପ୍ରଦାୟ ପାଇଁ ଏହି ଆଇନ ପ୍ରଣୟନ ହୋଇଥିଲେ ବି ଏପର୍ଯ୍ୟନ୍ତ ଦେଶରେ କୌଣସି…

ମଣ୍ଡପରେ ବରକୁ ଏହି କାମ ଦେଇ ଫସାଇ ଦେଲେ ପଣ୍ଡିତ, କନ୍ୟା ବି ଦେଲା ପୂରା ସାଥ୍‌; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ବାହାଘର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ପଣ୍ଡିତ ବରକୁ ଏଭଳି କାର୍ଯ୍ୟ ଦେଇଥିଲେ, ଯାହାକୁ ସଂପୂର୍ଣ୍ଣ କରିବାରେ ବର ଲାଗି ପଡିଥିଲେ। ତେବେ ବରକୁ ପଣ୍ଡିତ କେଉଁ କାର୍ଯ୍ୟ କରିବାକୁ କହିଥିଲେ ଆସନ୍ତୁ ଜାଣିବା... ବାହାଘର ସମୟରେ ଅନେକ ଥର ବର ଓ କନ୍ୟାକୁ ଅଜବ ଅଜବ…