ଆପଣଙ୍କ ଦିନଟି ଆଜି କିପରି କଟିବ

mesha

ମେଷ : ଦାମ୍ପତ୍ୟ ଜୀବନରେ ଖୁସି ଦେଖାଦେବ । ସୁସ୍ୱାଦୁ ଭୋଜନ ଲାଭ କରିବେ । ବେପାର ବାଣିଜ୍ୟରେ ସଫଳତା ପାଇବେ ।

brushaବୃଷ : ଧର୍ମକାର୍ଯ୍ୟରେ ଯୋଗ ଦେବେ । ହାଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

mithunaମିଥୁନ : ଆୟ ଉତ୍ତମ ରହିବ । ପରିବାରର ସହଯୋଗ ପାଇବେ । ବିଦ୍ୟାର୍ଥୀ ସଚେତନ ରହନ୍ତୁ ।

karkataକର୍କଟ : କର୍ମକ୍ଷେତ୍ରରେ ଉନ୍ନତି ହେବ । ମାନ ସମ୍ମାନ ପ୍ରାପ୍ତି ହେବ । ମାତାଙ୍କ ଶରୀର ଅସୁସ୍ଥ ରହିବ ।

singhaସିଂହ : ପିତାଙ୍କ ସହଯୋଗ ପାଇବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ଗାଡ଼ି ଚଳାଇବା ବେଳେ ସାବଧାନ ରହିବା ଆବଶ୍ୟକ ।

kanyaକନ୍ୟା : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ ।

tulaaତୁଳା : ଅହଂଭାବ ତ୍ୟାଗ କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ପାରିବାରିକ ସମସ୍ୟା ଦୂର ହେବ । ସୁସ୍ୱାଦୁ ଭୋଜନ କରିବେ ।

bichhaବିଛା : ଦୂରସ୍ଥାନକୁ ଯାତ୍ରା କରିବେ । ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

dhanuଧନୁ : ଆୟ ମଧ୍ୟମ ରହିବ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ମାନ ସମ୍ମାନ ପ୍ରାପ୍ତି ହେବ ।

makaraମକର : ମାନ ସମ୍ମାନ ପ୍ରାପ୍ତି ଯୋଗ ରହିଛି । ମାତାଙ୍କ ସହଯୋଗ ପାଇବେ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ ।

kumbhaକୁମ୍ଭ : ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ । ଆୟ ମଧ୍ୟମ ରହିବ । ଭ୍ରମଣ ଯୋଗ ରହିଛି ।

minaମୀନ : ଧର୍ମକାର୍ଯ୍ୟରେ ଯୋଗ ଦେବେ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ପରିବାରରେ ମନ ମିଳାଇ ଚଳନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.