ସ୍ମାର୍ଟ ଯୁଗରେ ସ୍ମାର୍ଟ ଫଟୋଗ୍ରାଫିର ପ୍ରାରମ୍ଭ, ଭିଭୋ ଆଣୁଛି ଭି 23 ସିରିଜ

ନୂଆଁବର୍ଷରେ କ୍ୟାମେରା ଫିଚରରେ ଆଡ ହେଲା ଭିଭୋର ବେଷ୍ଟ ସିରିଜ । ଭିଭୋ ଆଣୁଛି ଭିଭୋ ଭି ୨୩ । ଯେଉଁଥିରେ ରହିଛି ଜବରଦସ୍ତ କ୍ୟାମେରା ଫିଚର୍ସ । ଏମିତି କହିପାରିବେ ସ୍ମାର୍ଟ ଯୁଗରେ ସ୍ମାର୍ଟ ଫୋଟୋଗ୍ରାଫିର ନୂଆ ଯୁଗର ପ୍ରାରମ୍ଭ । ଭୁଲିଯିବେ ଡିଏସଏଲାରକୁ ।ସ୍ମାଟଫୋନ ଜମାନାରେ ଏବେ କ୍ୟାମେରା ଫିଚର ହେଉଛି ସବୁଠୁ ଗୁରୁତ୍ୱପୂଣ୍ର୍ଣ ପାର୍ଟ । ଅଧିକରୁ ଅଧିକ ୟୁଜର୍ସ ନିଜ ପସନ୍ଦ ଭିତରେ କ୍ୟାମେରାକୁ ବିଶେଷ ଗୁରୁତ୍ୱ ଦେଇଥାନ୍ତି । ୟୁଜର୍ସ ସବୁବେଳେ ଚାହାନ୍ତି ଏହି ସୋସିଆଲ ମିଡିଆ ଜମାନାରେ ଗୋଟିଏ କ୍ଲିକ ପୂରା ଦିନକୁ ଫେ୍ରସ କରୁ । ଆଉ ଭିଡିଓବି ସେହିଭଳି । ଯେତେବେଳେ କି ମାକେର୍ଟରେ ରହିଛି ଭେରାଇଟି ଅପସନ୍ସ । ହେଲେ ଭିଭୋର ଫଟୋଗ୍ରାଫି ସହ ମ୍ୟାଚ କଲାଭଳି କମ୍ପିଟିଟର ବହୁତ ହି କମ । ଭିଭୋ ଏବେ ତାର ଭର୍ସନ ଭିଭୋ ଭି ୨୩ ସିରିଜ ଲଞ୍ଚ କରିବାକୁ ଯାଉଛି । ଭାରତରେ ଜାନୁଆରୀରେ ଭିଭୋ ତାର ଏହି ଭର୍ସନକୁ ମାକେର୍ଟକୁ ଆଣୁଛି ।

ଏହି ସିରିଜ ଏକ ୟୁନିକ କଲର ଫେ୍ଲାରାଇଟ ଗ୍ଲାସ ଡିଜାଇନ ସହ ମାକେର୍ଟରେ ଉପଲବ୍ଧ ହେବ । ଯେଉଁଥିରେ ପ୍ରଥମଥର କଲର ଚେଞ୍ଜ ଡିଜାଇନ ଆପଣ ଦେଖିବାକୁ ପାଇବେ । ସୂର୍ଯ୍ୟଙ୍କ ରଶ୍ମୀରେ ଆଉ ଆର୍ଟିଫିସିଆଲ ସୋରସେସ ଭିତରେ ଏହାର କଲର ଡିଜାଇନ ଏକ ଖାସ ଲୁକ ଆଣିବ । ଯାହା ଏହି ସ୍ମାର୍ଟଫୋନର ମଡେଲକୁ ଅନୋଖା କରିବ । ଭିଭୋର ଏହି ନିଉ ଲଞ୍ଚ ଖୁବ ଷ୍ଟାଇଲିସ ଲୁକରେ ନଜର ଆସୁଛି ।ଏହି ହ୍ୟାଣ୍ଡସେଟରେ ଆପଣ ପାଇବେ ଜବରଦସ୍ତ ଡିସପେ୍ଲ । ଯାହା ୬.୪୪ଇଞ୍ଚ ଥିବାବେଲେ ଫୁଲ ଏଚଡି ଓ ଆମୋଲେଡ ଡିସପେ୍ଲ ସହ ୯୦ ଏଚ ଜେଡ ରିଫେ୍ରସ ରେଟ ରହିଛି । ଏହାରି ଭିତରେ ଏହାର ବ୍ୟାଟେରି କାପାସିଟି ୪୨୦୦ଏମ ଏଏଚ ସହ ୪୪ୱାଟର ଫାଷ୍ଟ ଚାର୍ଜିଂ ପାଇବେ ୟୁଜର୍ସ ।

ଭିଭୋ ୨୩ ୫ଜି ହ୍ୟାଣ୍ଡସେଟରେ ୬୪ମେଗା ପିକେ୍ସଲ ପ୍ରାଇମେରୀ କ୍ୟାମେରା, ପେୟାର୍ଡ ୮ମେଗା ପିକେ୍ସଲ ଅଲଟ୍ରା ୱାଇଡ କ୍ୟାମେରା ଓ ୨ମେଗାପିକେ୍ସଲ ମାକେ୍ରା କ୍ୟାମେରା ଫିଚର ରହିଛି । ଖାଲି ସେତିକି ନୁହେଁ ଏହା ଏକ ଡୁଆଲ ସେଲଫି ଫିଚରର ହ୍ୟାଣ୍ଡସେଟ ଅଟେ ।ଭାରତରେ ପ୍ରଥମ ଅପକମିଙ୍ଗ ହ୍ୟାଣ୍ଡସେଟ, ଯେଉଁଥିରେ ରହିଛି ୫୦ମେଗା ପିକେ୍ସଲ ଅଟୋ ଫୋକସ ଡୁଆଲ ସେଲଫି କ୍ୟାମେରା । ୫୦ ମେଗା ପିକେ୍ସଲ କ୍ୟାମେରା ଫିଚର ତା ସହିତ ୮ମେଗା ପିକେ୍ସଲ ଫ୍ରଣ୍ଟ କ୍ୟାମେରା ଫିଚର ଯାହା ଆପଣଙ୍କୁ ଦେବ ଏକ ଇମେ୍ପ୍ରସିଭ ଫଟୋଗ୍ରାଫି । ଫୁଲ ଏଚ଼ି ସହ ୧୦୮୦*୨୪୦୦ ପିକେ୍ସଲ ରିଜଲ୍ୟୁନ ଦେବ ସ୍ମାର୍ଟ ସ୍ନାପ ।

ତେବେ ଆସନ୍ତୁ ଜାଣିବା ଭିଭୋ ଭି ୨୩ ପେ୍ରା ୫ଜି ହ୍ୟାଣ୍ଡସେଟର ଟୋଟାଲ ଫିଚର୍ସ । ରାମ ୧୨ଜିବି ସହ ଷେ୍ଟାରେଜ ୨୫୬ଜିବି । ଏଥିରେ ରହିଛି ଟ୍ରିପଲ କ୍ୟାମେରା ସେଟଅପ । ଯାହା ଏହି ହ୍ୟାଣ୍ଡସେଟର ହାଇଲାଇଟ କୁହାଯାଇପାରିବ ।ଏହି ୧୦୮ ଟ୍ରିପଲ ରିଅର କ୍ୟାମେରା ସହ ୮ମେଗାପିକେ୍ସଲ ଅଲଟ୍ରା ୱାଇଡ କ୍ୟାମେରା ସହ ୨ମେଗା ପିକେ୍ସଲ ମାକେ୍ରା କ୍ୟାମେରାର ଡିଭାଇସ ଡିଜାଇନ ଦେଉଛି। ଯେଉଁଠି ଥାନ୍ତୁ ଖାଲି କରିଦିଅନ୍ତୁ ୱାନ କ୍ଲିକ ।ଏହି ଭେରାଇଟି ପ୍ୟାକ୍ଡ ହ୍ୟାଣ୍ଡସେଟ ଜାନୁଆରିରେ ୟୁଜର୍ସଙ୍କୁ ମିଳିପାରିବ । ଲଞ୍ଚ ସମୟରେ ଷ୍ଟନିଙ୍ଗ ସନସାଇନ ଗୋଲ୍ଡ କଲର ସହ ଡାଏନାମିକ ବ୍ଲାକ କଲର ଅପସନ୍ସ ରହିବ । ସୋ ଖୋଲା ରଖନ୍ତୁ ଆଖି ଆଉ କ୍ଲିକ କରିନିଅନ୍ତୁ ୨୦୨୨ର ମେମୋରୀ କିପିଙ୍ଗ ପିକ୍ଚର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.