ଲଞ୍ଚ ହେବ Vivo S20 ଏବଂ S20 Pro, ଲୁକ୍ ଏବଂ ଡିଜାଇନ୍ ଦେଖି ହେବେ ଆଶ୍ଚର୍ଯ୍ୟ
ଲଞ୍ଚ ହେବ Vivo S20 ଏବଂ S20 Pro, ଲୁକ୍ ଏବଂ ଡିଜାଇନ୍ ଦେଖି ହେବେ ଆଶ୍ଚର୍ଯ୍ୟ । Vivo ଅଫିସିଆଲ ଭାବରେ ନିଜର ଅପକମିଙ୍ଗ୍ S20 ସିରିଜ୍ର ଡିଜାଇନ୍ ଏବଂ ମେନ୍ ଫିଚର୍ସ କନଫର୍ମ କରିଛି । କମ୍ପାନୀର ଭାଇସ୍ ପ୍ରେସିଡେଣ୍ଟ ଜିଆ ଜିଙ୍ଗଡଙ୍ଗ ଓ୍ୱାଇବୋ ପୋଷ୍ଟ ମାଧ୍ୟମରେ ଏହି ଡିଭାଇସ୍…