ମିଠା ତିଆରି କରୁଥିବାବେଳେ ହୁତୁ ହୁତୁ ହୋଇ ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ସୋର(କେନ୍ଯୁଜ୍): ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଡାରେ ମିଠା ତିଆରି ବେଳେ ହୁତୁ ହୁତୁ ହୋଇ ଜଳିଗଲା ମିଠା ଦୋକାନ । ଅଡା ବଜାରରେ ଥିବା ମା ବାସୁଳି ମିଷ୍ଟାନ୍ନ ଭଣ୍ଡାରରେ ଘଟିଛି ଏହି ଅଗ୍ନିକାଣ୍ଡ। ମିଠା ତିଆରି  କରୁଥିବା ସମୟରେ ହଠାତ୍ ଜଳିଯାଇଥିଲା ମିଠା ଦୋକାନ ।

ତେବେ ଘଟଣାସ୍ଥଳରେ ଅଡା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ଲକ୍ଷାଧିକ ଟଙ୍କାର ଆସବାବାବ ପତ୍ର ସହ ସବୁ ମିଠା ପୋଡି ପାଉଁଶ ହୋଇଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.