ରାଜଧାନୀରେ ପୁଣି ଜଘନ୍ୟ ହତ୍ୟାକାଣ୍ଡ: ଯୁବକଙ୍କୁ ପଥରରେ ଛେଚି ହତ୍ୟା

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ପୁଣି ଜଘନ୍ୟ ହତ୍ୟାକାଣ୍ଡ। ମଞ୍ଚେଶ୍ୱର ଥାନା ମୁଣ୍ଡା ସାହି ବସ୍ତିରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ହେଲେ ମୁକେଶ ଚୌଧୁରୀ।

ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଁଞ୍ଚି ତଦନ୍ତ କରୁଛି।