ଆନନ୍ଦପୁର: ଗଡଚଣ୍ଡି ମନ୍ଦିର ପରିସରରୁ ୧୩ଫୁଟ ଲମ୍ବର ଅଜଗର ଉଦ୍ଧାର

ଆନନ୍ଦପୁର(କେନ୍ୟୁଜ୍): ୧୩ଫୁଟ ଲମ୍ବର ଅଜଗର ଉଦ୍ଧାର । ଆନନ୍ଦପୁର ଉପଖଣ୍ଡ ହଦଗଡ ବନଖଣ୍ଡ ଗଡଚଣ୍ଡି ମନ୍ଦିର ପରିସରରୁ ଅଜଗର ଉଦ୍ଧାର କରାଯାଇଛି । ମନ୍ଦିର ପରିସରରେ ଅଜଗରକୁ ଦେଖି ମନ୍ଦିର କମିଟି ଜଙ୍ଗଲ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ଜଙ୍ଗଲ ବିଭାଗ ପହଞ୍ଚି ସାପଟିକୁ ଉଦ୍ଧାର କରି ହଦଗଡ ଅଭୟାରଣ୍ୟରେ ଛାଡି ଦେଇଛନ୍ତି ।

Leave A Reply

Your email address will not be published.