Below header
Browsing Tag

Python rescued

ଗାଁ ଭିତରକୁ ପଶିଆସିଲା ୨୦ ଫୁଟ ଲମ୍ବର ଅଜଗର, ଭୟଭୀତ ଲୋକେ

ବାଲେଶ୍ୱର(କେନ୍ୟୁଜ୍): ଗାଁ ଭିତରକୁ ପଶିଆସିଲା ଅଜଗର, ଭୟଭୀତ ଲୋକେ। ଉଦ୍ଧାର ହେଲା ୨୦ ଫୁଟ ଲମ୍ବର ଅଜଗର । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ରଣସିଙ୍ଗପୁର ଗାଁରୁ ଏହି ସାପକୁ ଉଦ୍ଧାର କରାଯାଇଛି। ବିଳମ୍ବିତ ରାତିରେ ରାସ୍ତା ଉପରେ ଅଜଗର ଶୋଇଥିବା ଦେଖି ବନବିଭାଗକୁ ଖବର…

ମାଳତୀପାଟପୁର ବାଇପାସ ରାସ୍ତାରୁ ୮ ଫୁଟ୍ ଲମ୍ବର ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ପୁରୀ (କେନ୍ୟୁଜ): ପେଣ୍ଠକଟା ମାରାଇନ ଥାନା ଅନ୍ତର୍ଗତ ସମଙ୍ଗରା ଗାଁ ନିକଟରୁ ଏକ ଅଜଗର ଉଦ୍ଧାର ହୋଇଛି । ମାଳତୀପାଟପୁର ବାଇ ପାସ ରାସ୍ତା ପାର୍ଶ୍ବରୁ ୮ ଫୁଟର ଅଜଗରକୁ ଉଦ୍ଧାର କରିଛି ବନ ବିଭାଗ। ଅଜଗରଟି ଗହୀର ଦେଇ ଗାଁ ଆଡ଼କୁ ଯାଉଥିଲା। ଏହା ଦେଖି କିଛି ଚାଷୀ ବନ ବିଭାଗକୁ ଖବର ଦେଇଥିଲେ।…

କୋରାପୁଟ ବୈପାରିଗୁଡାରୁ ୭ ଫୁଟିଆ ଅଜଗର ସାପ ଉଦ୍ଧାର

କୋରାପୁଟ(କେନ୍ୟୁଜ୍): କୋରାପୁଟ ଜିଲ୍ଲା ବୈପାରିଗୁଡାରୁ ବିରାଟକାୟ ଅଜଗର ସାପ ଉଦ୍ଧାର। ବୈପାରୀଗୁଡା ନିକଟସ୍ଥ ହନୁମାନ ବାଟିକା ଜଙ୍ଗଲରୁ ଏହି ସାତଫୁଟିଆ ଅଜଗର ସାପକୁ ଉଦ୍ଧାର କରାଯାଇଛି । ହନୁମାନଙ୍କ ଦର୍ଶନ ପାଇଁ କିଛି ଶ୍ରଦ୍ଧାଳୁ ମନ୍ଦିର ଗଲାବେଳେ ସାପଟିକୁ ଦେଖିବାକୁ ପାଇଥିଲେ ।…

ଯାଜପୁର ବଡ଼ଚଣା ଅଞ୍ଚଳରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଯାଜପୁର (କେନ୍ୟୁଜ): ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ପଂଚାୟତ କୋଲସାହି ଅଂଚଳରୁ ଅଜଗର ସାପଟି ଉଦ୍ଧାର ହୋଇଛି। ନିକଟସ୍ଥ ଜଙ୍ଗଲରୁ ଏହି ଅଜଗର ସାପଟି ଗାଁ ଅଭିମୁଖେ ଚାଲି ଆସିଥିବା ବେଳେ ଅଜଗର ସାପଟିକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।…

ନଦୀରେ ମାଛ ମାରୁଥିବାବେଳେ ଜାଲରେ ପଡିଲା ୧୫ ଫୁଟ ଲମ୍ବର ଅଜଗର

ନୟାଗଡ(କେନ୍ୟୁଜ୍): ବିରାଟକାୟ ଅଜଗର । ନୟାଗଡ ଜିଲ୍ଲା ଭାପୁର ବ୍ଲକ ମଣିପୁର ଗାଁରୁ ଏକ ବିରାଟକାୟ ଅଜଗର ସାପ ଉଦ୍ଧାର ହୋଇଛି। ନଦୀରେ ମାଛ ମାରୁଥିବାବେଳେ ସାପଟି ଜାଲରେ ପଡିଥିଲା । ସାପର ଲମ୍ବର ପ୍ରାୟ ୧୫ ଫୁଟ ହେବ । ସାପ ଦେଖିବାକୁ ଗାଁ ଲୋକଙ୍କ ଭିଡ଼ ଜମିଥିଲା । ପରେ ଫରେଷ୍ଟ ବିଭାଗ…

କପିଳାସ ସନ୍ନିକଟ ଦତାତ୍ରେୟ ସାଇ ମନ୍ଦିର ପରିସରରୁ ୨ଟି ଅହିରାଜ ସାପ ଉଦ୍ଧାର

ଢେଙ୍କାନାଳ(କେନ୍ୟୁଜ୍): ଆଜି ଢେଙ୍କାନାଳ କପିଳାସ ସନ୍ନିକଟ ଦତାତ୍ରେୟ ସାଇ ମନ୍ଦିର ପରିସର ଭିତରୁ ଦୁଇଟି ଅହିରାଜ ସାପ ଉଦ୍ଧାର ହୋଇଛି। ଗୋଟିଏ ଅହିରାଜ ସାପ ୧୬ ଫୁଟ ଏବଂ ଅନ୍ୟଟି ୧୪ ଫୁଟ ଲମ୍ବର ବୋଲି ଜଣାପଡିଛି । ଉଦ୍ଧାର ପରେ ସାପ ଦୁଇଟିକୁ ରେକ୍ୟୁ ଟିମର ସଦସ୍ୟ ମାନେ ସାପ ଦୁଇଟିକୁ…

ଆନନ୍ଦପୁର: ଗଡଚଣ୍ଡି ମନ୍ଦିର ପରିସରରୁ ୧୩ଫୁଟ ଲମ୍ବର ଅଜଗର ଉଦ୍ଧାର

ଆନନ୍ଦପୁର(କେନ୍ୟୁଜ୍): ୧୩ଫୁଟ ଲମ୍ବର ଅଜଗର ଉଦ୍ଧାର । ଆନନ୍ଦପୁର ଉପଖଣ୍ଡ ହଦଗଡ ବନଖଣ୍ଡ ଗଡଚଣ୍ଡି ମନ୍ଦିର ପରିସରରୁ ଅଜଗର ଉଦ୍ଧାର କରାଯାଇଛି । ମନ୍ଦିର ପରିସରରେ ଅଜଗରକୁ ଦେଖି ମନ୍ଦିର କମିଟି ଜଙ୍ଗଲ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ଜଙ୍ଗଲ ବିଭାଗ ପହଞ୍ଚି ସାପଟିକୁ ଉଦ୍ଧାର କରି…

ଭାଇରାଲ ହେବାରେ ଲାଗିଛି ଭିଡିଓ: ୬୦ବର୍ଷିୟା ମହିଳା ଦେଖାଇଲେ ସାହସିକତା, ୨୦କିଲୋର ଅଜଗରକୁ ଧରିବାରେ ହେଲେ ସଫଳ

ଆପଣ ସାପ ନାଁ ଶୁଣିଲେ ନିଶ୍ଚିତ ଭାବେ ଭୟଭିତ ହେବାଟା ସ୍ବଭାବିକ । ସେ ଛୋଟ ହେଉ ବା ବଡ । ସାପକୁ ଦେଖିବା ମାତ୍ରେ ମନରେ ଗୋଟେ ଛନକା ପଶିଯାଇଥାଏ । ତେବେ ଯେତେବେଳେ ହଠାତ୍ ଅଜଗର ସାପ କଥା ସାମ୍ନାକୁ ଆସେ ନିହାତୀ ଜଣେ କିଛି ସମୟ ପାଇଁ ବ୍ଯତିବ୍ଯସ୍ତ ହୋଇଯାଇଥାଏ । କିନ୍ତୁ ଏବେ ଏମିତି ଏକ…

ଭାଇରାଲ୍ ହେଲା ଭିଡିଓ: ଥାନେର ଏକ ନଳା ଭିତରେ ରହିଥିଲା ୯ ଫୁଟ୍ ର ଅଜଗର, ଏମିତି କରାଗଲା ଉଦ୍ଧାର

ମୁମ୍ବାଇ: ବର୍ଷା ଦିନ ଆସିଲେ ବିଭିନ୍ନ ସଂକ୍ରମଣର ଭୟ ବଢିଯାଇଥାଏ । ବିଭିନ୍ନ ପ୍ରକାର ରୋଗର ଶୀକାର ହୋଇଥାନ୍ତି ଲୋକେ । ଖାଲି ଏତିକି ନୁହେଁ ଏହି ଋତୁରେ ଚାରିଆଡେ ପାଣି ପଶିଯିବାକୁ ବିଭିନ୍ନ ଜୀବଜନ୍ତୁଙ୍କୁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଫଳରେ ସେମାନେ ରହିବା ପାଇଁ ନିରାପଦ…