ଭୁବନେଶ୍ୱର (କେନ୍ୟୁଜ୍): CET ହେଲା OUTR । ଭୁବନେଶ୍ୱର ଘାଟିକିଆରେ OUTRରେ 5T ସଚିବ ଭି.କେ ପାଣ୍ଡିଆନ୍ । ଓଡ଼ିଶା ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ବୁଲିଛନ୍ତି ।
ବିକାଶମୂଳକ କାମର ତଦାରଖ କରିଛନ୍ତି 5T ସଚିବ । ଏଠାରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୨୬ଟି ପିଜି ଓ ୧୧ଟି ବି-ଟେକ୍ ବିଭାଗ ରହିଛି ।