Browsing Tag

OUTR

ପ୍ରଫେସର୍‌ ବିଭୂତି ଭୂଷଣ ବିଶ୍ୱାଳ OUTRର ନୂଆ କୁଳପତି ନିଯୁକ୍ତ, ୪ ବର୍ଷ ପାଇଁ ରହିବେ ଦାୟିତ୍ୱରେ

ଭୁବନେଶ୍ୱର (କେନ୍ୟୁଜ): ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ହେଲେ OUTR କୁଳପତି । ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କୁ ୪ ବର୍ଷ ଲାଗି ନିଯୁକ୍ତି ଦେଇଛନ୍ତି। ୪ ବର୍ଷ ପାଇଁ ସେ OUTR କୁଳପତି ଭାବେ ଦାୟିତ୍ୱରେ ରହିବେ । ଏବେ ସେ ଆଇଆଇଟି ମେଘାଳୟ ନିର୍ଦ୍ଦେଶକ ଅଛନ୍ତି ।…

OUTRର ହେବ ନବକଳେବର, ମାଷ୍ଟର ପ୍ଲାନ୍‌କୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ: ୩ବର୍ଷରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ବୈଷୟିକ ଶିକ୍ଷା କ୍ଷେତ୍ରରେ ଆସିବ ରୂପାନ୍ତର । ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ଵବିଦ୍ୟାଳୟର-OUTR ହେବ ନବକଳେବର । ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବା CET ଭାବେ ପରିଚିତ ଥିଲା । ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର…

ଭୁବନେଶ୍ୱର ଘାଟିକିଆରେ OUTRରେ 5T ସଚିବ ଭି.କେ ପାଣ୍ଡିଆନ୍‌, ବିକାଶମୂଳକ କାମର କଲେ ତଦାରଖ

ଭୁବନେଶ୍ୱର (କେନ୍ୟୁଜ୍): CET ହେଲା OUTR । ଭୁବନେଶ୍ୱର ଘାଟିକିଆରେ OUTRରେ 5T ସଚିବ ଭି.କେ ପାଣ୍ଡିଆନ୍‌ । ଓଡ଼ିଶା ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ବୁଲିଛନ୍ତି । ବିକାଶମୂଳକ କାମର ତଦାରଖ କରିଛନ୍ତି 5T ସଚିବ । ଏଠାରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ…