Below header

ପ୍ରଫେସର୍‌ ବିଭୂତି ଭୂଷଣ ବିଶ୍ୱାଳ OUTRର ନୂଆ କୁଳପତି ନିଯୁକ୍ତ, ୪ ବର୍ଷ ପାଇଁ ରହିବେ ଦାୟିତ୍ୱରେ

ଭୁବନେଶ୍ୱର (କେନ୍ୟୁଜ): ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ହେଲେ OUTR କୁଳପତି । ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କୁ ୪ ବର୍ଷ ଲାଗି ନିଯୁକ୍ତି ଦେଇଛନ୍ତି। ୪ ବର୍ଷ ପାଇଁ ସେ OUTR କୁଳପତି ଭାବେ ଦାୟିତ୍ୱରେ ରହିବେ । ଏବେ ସେ ଆଇଆଇଟି ମେଘାଳୟ ନିର୍ଦ୍ଦେଶକ ଅଛନ୍ତି ।

ତାଙ୍କର ୩୬ ବର୍ଷର ଶିକ୍ଷକତା ଅଭିଜ୍ଞତା ରହିଛି । ତିନିଟି ବହି ଲେଖିଛନ୍ତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ । ବିଗତ ୩୬ ବର୍ଷ ଧରି ସେ ଶିକ୍ଷକତା କରୁଛନ୍ତି। ସେ ୨୪ ଜଣ ପିଏଚଡି ଓ ୪୫ ଜଣ ପିଜି ସ୍କଲାରଙ୍କୁ ସଫଳତାର ସହ ଗାଇଡ୍ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.