ଭୁବନେଶ୍ୱରରେ ଆଗକୁ କଡ଼ାକଡ଼ି ପାଳନ ହେବ ନିୟମ: ଡିସିପି

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଚିନ୍ତା ବଢାଉଛି ଦୈନିକ କୋଭିଡ ସଂକ୍ରମଣ। ଆଗକୁ ନିୟମ କଡ଼ାକଡ଼ି ପାଳନ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ହେବ କାର୍ଯ୍ୟାନୁଷ୍ଠାନ।

କୋଭିଡ ସଂକ୍ରମଣ ସମସ୍ତ ଜାଗାରେ ବଢୁଥିବାରୁ ଏହାକୁ ନେଇ ପ୍ରଶାସନ ଆଲର୍ଟ ରହିଛି। କମିସନରେଟ ପୋଲିସ ପକ୍ଷରୁ ମଧ୍ୟ ଲୋକଙ୍କୁ ବିଭିନ୍ନ ସ୍ଥାନରେ ସଚେତନ କରାଯାଉଛି। ବିଏମସି ପକ୍ଷରୁ ମଧ୍ୟ ମାସ୍କ ପିନ୍ଧିବା, ସାମାଜିକ ଦୂରତା ସହ କୋଭିଡ ଗାଇଡଲାଇନର ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.