ସଟ ସର୍କିଟ ଯୋଗୁ ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ
କୀଟ ଛକରେ ହୁତୁ ହୁତୁ ହୋଇ ଜଳିଗଲା ହାଇୱା ସଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ପ୍ରାଥମିକ ସ୍ତରରେ ଜାଣିବାକୁ ପାଇଛି ଅଗ୍ନିଶମ
ଭୁବନେଶ୍ୱର (କେନ୍ୟୁଜ): ସକାଳୁ ସକାଳୁ କୀଟ ଛକରେ ହୁତୁ ହୁତୁ ହୋଇ ଜଳିଗଲା ହାଇୱା ଟ୍ରକ। ଘଟଣା ସ୍ଥଳରେ ଅଗ୍ନିଶମ ବାହନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ହେଲେ ସେତେବେଳକୁ ହାଇୱା ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ସଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ପ୍ରାଥମିକ ସ୍ତରରେ ଜାଣିବାକୁ ପାଇଛି ଅଗ୍ନିଶମ ବାହନୀ।