ଜିଓର ଏହି ପ୍ୟାକକୁ ଥରେ ରିଚାର୍ଜ କରନ୍ତୁ , ପାଇବେ ସବୁଠୁ ଅଧିକ ବେନିଫିଟ୍ସ

ରିଲାଏନ୍ସ ଜିଓ ଏକ ଲୋକପ୍ରିୟ ଘରୋଇ ଟେଲିକମ୍‌ କମ୍ପାନୀ। ଏହାକୁ ଆଜିର ସମୟରେ ଦେଶର ସଫଳତମ ଟେଲିକମ୍‌ କମ୍ପାନୀ କହିବା ମଧ୍ୟ ଭୁଲ୍‌ ହେବନାହିଁ। ଜିଓ ନିଜ ଗ୍ରାହକମାନଙ୍କୁ କମ୍‌ ଦାମ୍‌ ଏବଂ ଅଧିକ ଫାଇଦା ଦେଉଥିବା ପ୍ଲାନ୍‌ଗୁଡ଼ିକ ଅଫର୍‌ କରିଥାଏ। ଆଜି ଆମେ ଆପଣଙ୍କୁ ଜିଓର ସବୁଠାରୁ ଶସ୍ତା ପ୍ରିପେଡ୍‌ ପ୍ଲାନ୍‌ ବିଷୟରେ କହିବୁ। ଯେଉଁଥିରେ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଓ ଜିଓ କ୍ଳାଉଡ଼ ମଧ୍ୟ ସାମିଲ ରହିଛି।

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଜିଓର ଆସିଲା ଆଉ ଏକ ବହୁତ ବଡ଼ ପ୍ଲାନ। ନିଜ ୟୁଜର୍ସଙ୍କୁ ପୁଣିଥରେ ସରପ୍ରାଇଜ ଦେଇଛି ଜିଓ ଟେଲିକମ କମ୍ପାନୀ। ଆଉ ଏହା ସେମାନଙ୍କ ବହତୁ ବଡ଼ ଫାଇଦା ମଧ୍ୟ ଯୋଗାଇବ। ଏହି ପ୍ଲାନରେ ଆପଣଙ୍କୁ ଅନଲିମିଟେଡ ବେନିଫିଟସ୍‌ ମିଳିବ ।

ଯଦି ଆପଣ ଅନଲିମିଟେଡ କଲିଂ ର ମଜା ଉଠାଇବାକୁ ଚାହୁଁଛନ୍ତି ତେବେ ଜିଓର ଏକ ଶସ୍ତା ପ୍ରିପଡେ ପ୍ଲାନ ଆସିଛି। ଯାହାକୁ ରିଚାର୍ଜ କରି ଆପଣ ନିଜ ବଜେଟକୁ ତାକୁ ଫିଟ କରାଇପାରିବେ। ଏହାସହିତ ପାଇବେ ଢ଼େର ସାରା ବେନିଫିଟସ। ଏମିତିରେ ଆପଣ ଅନେକ ମହଙ୍ଗା ରିଚାର୍ଜ ପ୍ଲାନ ତ ଦେଖୁଥିବେ। ଆଜି କିନ୍ତୁ ପୁରା ଶସ୍ତା ପ୍ଳାନ ସମ୍ପର୍କରେ ଆପଣଙ୍କୁ କହିବୁ।

ରିଲାଏନ୍ସ ଜିଓ ଏକ ଲୋକପ୍ରିୟ ଘରୋଇ ଟେଲିକମ୍‌ କମ୍ପାନୀ। ଏହାକୁ ଆଜିର ସମୟରେ ଦେଶର ସଫଳତମ ଟେଲିକମ୍‌ କମ୍ପାନୀ କହିବା ମଧ୍ୟ ଭୁଲ୍‌ ହେବନାହିଁ। ଜିଓ ନିଜ ଗ୍ରାହକମାନଙ୍କୁ କମ୍‌ ଦାମ୍‌ ଏବଂ ଅଧିକ ଫାଇଦା ଦେଉଥିବା ପ୍ଲାନ୍‌ଗୁଡ଼ିକ ଅଫର୍‌ କରିଥାଏ। ଆଜି ଆମେ ଆପଣଙ୍କୁ ଜିଓର ସବୁଠାରୁ ଶସ୍ତା ପ୍ରିପେଡ୍‌ ପ୍ଲାନ୍‌ ବିଷୟରେ କହିବାକୁ ଯାଉଛ ଯାହା ୨୯୯ ଟଙ୍କାରେ ଅନଲିମିଟେଡ୍‌ କଲିଙ୍ଗ୍‌ ଏବଂ ଡାଟା ସମେତ ଅନେକ ବେନିଫିଟ୍ସ ଅଫର୍‌ କରୁଛି। ଆସନ୍ତୁ ଜାଣିବା ଏହି ପ୍ଲାନ୍‌ ବିଷୟରେ…

ଜିଓର ଯେଉଁ ପ୍ଲାନ ସମ୍ପର୍କରେ ଆମେ ଆପଣଙ୍କୁ କହିବୁ ତାହାର ଦାମ ରହିଛି ମାତ୍ର ୨୯୯ ଟଙ୍କା। ଏଥିରେ ଗ୍ରାହକ ଏକ ରୁ ଅନେକ ବଢ଼ିଆ ବେନିଫିଟ୍ସ ପାଇବେ। ଏଥିରେ ଗ୍ରାହକଙ୍କୁ ୨୮ ଦିନର ଭାଲିଡିଟି ମିଳିବ। ଯାହାକି ଆଜିର ସମୟରେ ୧ ମାସର ଭାଲିଡିଟି କୁହାଯାଉଛି। ଏଥିରେ ଗ୍ରାହକଙ୍କୁ ୫୬ ଜିବିର ହାଇସ୍ପିଡ ଇଣ୍ଟରନେଟ ମିଳିବ। ଯେଉଁଥିରେ ଆପଣ ଭିଡ଼ିଓ ପ୍ଳେ ଓ ଇଣ୍ଟରନେଟ ସର୍ଫିଂର କାମ କରିବ।

ତେବେ ଏତିକିରେ ଫାଇଦା ଶେଷ ହେଉନାହିଁ। ଏଥିରେ ଆପଣଙ୍କୁ ୨ଜିବି ଡାଟା ଦୈନିକ ମିଳିବ। ଏଥିରେ ଅନଲିମିଟେଡ ଭଏସ କଲିଂ ମଧ୍ୟ ମିଳିବ। ଆପଣ ଏହି ପ୍ୟାକରେ ପ୍ରତିଦିନ ୧୦୦ ମେସେଜ ପାଇବେ। ଜିଓ କମ୍ପାନୀ ସବୁବେଳେ ନିଜ ୟୁଜରଙ୍କ ମନୋରଞ୍ଜନକୁ ଧ୍ୟାନ ରଖିଥାଏ। ଏହାକୁ ଧ୍ୟାନରେ ରଖି କମ୍ପାନୀ ଅନେକ ଆପ୍ସର ସବସ୍କ୍ରିପସନ ଫ୍ରିରେ ଅଫର କରିଥାଏ। ଯେଉଁଥିରେ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଓ ଜିଓ କ୍ଳାଉଡ଼ ମଧ୍ୟ ସାମିଲ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.