କୋଇଲା ବୋଝେଇ ଟ୍ରେନରେ ନିଆଁ, ଆୟତ୍ତ ପାଇଁ ପାଇଁ ଚଳାଇଛି ଉଦ୍ୟମ

ଆଠଗଡ଼ ରାଧା କିଶୋରପୁର ଷ୍ଟେସନରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରେନରେ ନିଆଁ। ଗତ କାଲି ରାତି ଦୁଇଟା ବେଳେ ଲାଗିଛି ନିଆଁ। ଗୋଟିଏ ବଗିରେ ନିଆଁ ଲାଗିଥିବା ସୂଚନା ।

ଆଠଗଡ଼(କେନ୍ୟୁଜ୍):  ପୁଣି ରେଳ ୱାଗନର ନିଆଁ । ଆଠଗଡ଼ ରାଧା କିଶୋରପୁର ଷ୍ଟେସନରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରେନରେ ନିଆଁ। ଗତ କାଲି ରାତି ଦୁଇଟା ବେଳେ ଲାଗିଛି ନିଆଁ। ଗୋଟିଏ ବଗିରେ ନିଆଁ ଲାଗିଥିବା ସୂଚନା । ନିଆଁ ଲାଗିବାକର  କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ଆଠଗଡ଼ ଅଗ୍ନିଶମ ବାହିନୀର ନିଆଁକୁ ଆୟତ୍ତ ପାଇଁ  ଚଳାଇଛି ଉଦ୍ୟମ।

Leave A Reply

Your email address will not be published.