NHPC ଇଣ୍ଡିଆରେ ବମ୍ପର ନିଯୁକ୍ତି, ୧୦ମ୍‌ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

NHPC ଇଣ୍ଡିଆରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ୧୦ମ୍‌ ପାସ୍‌ କରି ଆଇଟିଆଇ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ୩୦ ଜୁନ୍‌ ଆବେଦନ କରିବାର ଶେଷ ତାରିଖ ।

NHPC ଇଣ୍ଡିଆ ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି । ନୋଟିଫିକେସନ ଅନୁଯାୟୀ, ସଂସ୍ଥାରେ ବମ୍ପର ନିଯୁକ୍ତ ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟ୍‌ nhpcindia.com କୁ ଯାଇ ଆବେଦନ କରନ୍ତୁ ।

ପଦବୀ ବିବରଣୀ : ୩୮୮

ଜୁନିଅର ଇଂଜିନିୟର ସିଭିଲ : ୧୪୯

ଜୁନିଅର ଇଂଜିନିୟର ଇଲେକ୍ଟ୍ରିକାଲ : ୭୪

ଜୁନିଅର ଇଂଜିନିୟର ମେକାନିକାଲ : ୬୩

ଜୁନିଅର ଇଂଜିନିୟର ଇ ଆଣ୍ଡ ସି : ୧୦

ସୁପରଭାଇଜର ଆଇଟି : ୯

ସୁପରଭାଇଜର ସର୍ଭେ : ୧୯

ହିନ୍ଦୀ ଟ୍ରାନ୍ସଲେଟର : ୧୪

ଡ୍ରାଫ୍ଟସମ୍ୟାନ (ସିଭିଲ) : ୧୪

ଡ୍ରାଫ୍ଟସମ୍ୟାନ୍‌(ଇଲେକ୍ଟ୍ରିକାଲ/ମେକାନିକାଲ) : ୮

ସିନିଅର ଆକାଉଣ୍ଟାଣ୍ଟ : ୨୮

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ଜୁନ୍‌ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା: ନୋଟିଫିକେସନ ଅନୁଯାୟୀ ଖାଲିପଡିଥିବା ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ମାଟ୍ରିକ ପାସ୍‌/ଆଇଟିଆଇ/ ଗ୍ରାଜୁଏସନ/ ପିଜି/ ଇଂଜିନିୟରିଂରେ ଡିପ୍ଲୋମା କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ସର୍ବାଧିକ ୩୦ ବର୍ଷ ହେବା ଜରୁରୀ ।

କେମିତି ହେବ ଚୟନ :  ଏହିସବୁ ପଦବୀରେ ଚୟନ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ପଦାନୁସାରେ ୨୫,୦୦୦ ଠାରୁ ଆରମ୍ଭ କରି ୧,୧୯,୫୦୦ ପ୍ରତିମାସକୁ ମିଳିବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଶୁଳ୍କ ୨୯୫ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ୍‌  nhpcindia.com କୁ ଯାଆନ୍ତୁ ।

ତା’ ପରେ ଭର୍ତ୍ତି ଲିଙ୍କ ଉପରେ କ୍ଲିକ କରନ୍ତୁ ।

ସବୁ ବିବରଣୀ  ଦେବା ପରେ ଫର୍ମ ସବିମିଟ୍‌ କରନ୍ତୁ ।

ଫର୍ମ ଭରିବା ପରେ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।

ସବୁକିଛି ସରିବା ପରେ ହାର୍ଡ କପି ଡାଉନଲୋଡ କରି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://st.adda247.com/https://www.careerpower.in/blog/wp-content/uploads/2023/06/09151056/NHPC-Recruitment-notification-PDF.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.