RRB Railway Group D Result 2018-2019 Date : ଏହି ତାରିଖରେ ଆସିବ ଫଳାଫଳ, ଜାଣନ୍ତୁ ଏହି ରିପୋର୍ଟ

RRB Railway Group D Result 2018-2019 Date ପରୀକ୍ଷାର ଫଳାଫଳ ଜଲଦି ଜାରି କରାଯିବ। ରିପୋର୍ଟ ଅନୁଯାୟୀ ୩୧ ଜାନୁଆରୀ କିମ୍ବା ପୂର୍ବରୁ କେବେବି ଜାରି ହୋଇପାରେ। ଏହାକୁ ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ। ଏଥିପାଇଁ ପ୍ରାର୍ଥୀମାନେ ନୂତନ ଅପଡେଟ ଜାଣିବା ଆବଶ୍ୟକ। ଏହାର ଫଳାଫଳ ଆର୍.ଆର୍.ବି ର ସବୁ ୱେବସାଇଡ଼ରେ ଉପଲବ୍ଧ ରହିବ। ପରୀକ୍ଷାର୍ଥୀମାନେ ଏହାକୁ ୱେବସାଇଡ଼ରେ ଚେକ୍ କରିପାରିବେ। ଆଶାୟୀ ପ୍ରାର୍ଥୀ ଅଭିଯୋଗ ରୁଜୁ କରିବା ପାଇଁ ୧୪ ରୁ ୧୯ ଜାନୁୟାରୀ ଯାଏ ସମୟ ରହିଥିଲା।

ଯେଉଁମାନେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନେ ଫିଜିକାଲ ଟେଷ୍ଟ ଦେବେ। ଫିଜିକାଲ ଟେଷ୍ଟ କରିଥିବା ପ୍ରାର୍ଥୀ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ସୂଚନା ଦିଆଯିବ। ଏହାପରେ ହିଁ ପ୍ରାର୍ଥୀଙ୍କୁ ଫାଇନାଲ ସିଲେକ୍ଟ କରାଯିବ। ଫିଜିକାଲ ଟେଷ୍ଟ ବ୍ୟତୀତ ପ୍ରାର୍ଥୀଙ୍କର ମେଡିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟରେ ମଧ୍ୟ ପାସ କରିବାକୁ ପଡିବ। ଏଥିରେ ପ୍ରାର୍ଥୀଙ୍କର ଦ୍ରଷ୍ଟି ଶକ୍ତି ପରୀକ୍ଷା ହେବ।

ଏହି ୱେବସାଇଡ଼୍ ଗୁଡିକରେ ଆପଣ ଫଳାଫଳ ଦେଖିପାରିବେ

address

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.