ଭୁବନେଶ୍ୱରରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି, ଆସନ୍ତାକାଲି ଠାରୁ ପ୍ରଚାର ଆରମ୍ଭ
ଭୁବନେଶ୍ୱର ବିମାନବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଂଚିଲେ ପ୍ରଧାନମନ୍ତ୍ରୀ ମୋଦି l କାଲିଠାରୁ ଓଡିଶାରେ ପ୍ରଚାର କରିବେ l
ଭୁବନେଶ୍ୱର ବିମାନବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଂଚିଲେ ପ୍ରଧାନମନ୍ତ୍ରୀ ମୋଦି l କାଲିଠାରୁ ଓଡିଶାରେ ପ୍ରଚାର କରିବେ l ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଆ କଳା ସଂସ୍କୃତି ଭିତରେ ସ୍ୱାଗତ କରିବା ସ୍ୱତନ ବ୍ୟବସ୍ଥା ହୋଇଥିଲା l ସମର୍ଥକ, କର୍ମୀଙ୍କ ଗହଳି ରହିଛି l ମାଦଳ, ବାଜା, ଶଙ୍ଖ, ସଂକୀର୍ତନ ଦଳ ସ୍ୱତନ୍ତ୍ର ଭାବେ ମୋଦିଙ୍କୁ ସ୍ୱାଗତ କରାଯାଇଛି l ନିର୍ବାଚନ ତାରିଖ ଘୋଷଣା ପରେ ମୋଦି ପ୍ରଥମ ଥର ଓଡିଶା ଆସିଛନ୍ତି l ଓଡିଶା ଭଜପା ସରକାର ଗଢିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି l