ପୁରୀ (କେନ୍ୟୁଜ୍) : ଏୟାର ଫୋର୍ସରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବାଲୁକାକଳା ମାଧ୍ୟମରେ ଅଭିନନ୍ଦନ । ଅଭିନନ୍ଦନଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ପୁରୀ ବେଳାଭୂମିରେ ବାଲୁକାକଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତୀକ ବାଲୁକାଶିଳ୍ପୀ ସୁଦର୍ସନ ପଟ୍ଟନାୟକ । ଆକାଶ ମାର୍ଗରେ ପାକିସ୍ତାନର F-୧୬ ଲଢୁଆ ବିମାନକୁ ଖସାଇ ଦେଇଥିଲେ ଅଭିନନ୍ଦନ ।