ଭୁବନେଶ୍ୱର : କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି । ଭୁବନେଶ୍ୱର ହଂସପାଳ ନିକଟରେ ପଛରୁ ଆଉ ଏକ କାର ଧକ୍କା ଦେଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ସୌଭିକ ବର୍ତ୍ତି ଯାଇଥିବାବେଳେ ତାଙ୍କର ଜଣେ ବନ୍ଧୁ ସାମାନ୍ୟ ଆହତ ହୋଇଛନ୍ତି ।