ବରଗଡ଼ ପୋଲିସ ହାତରେ ଧରା ପଡିଛି ପେସାଦାର ଅପରାଧି

ବରଗଡ଼: ପୋଲିସ ହାତରେ ଧରା ପଡିଛି ପେସାଦାର ଅପରାଧି ସ୍ମୃତିରଞ୍ଜନ ଦାସ। ତାଠାରୁ ଗୋଟିଏ ମଟର ସାଇକଲ ଓ ୪ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ସ୍ମ୍ରୁତି ରଞ୍ଜନ ନାଁରେ ବରଗଡ଼, ଭେଡେନ, ହୀରାକୁଦ ଆଦି ଅଂଚଳରେ ୧୫ଟି ହତ୍ୟା ଓ ଡକାୟତୀ ଭଳି ମାମଲା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.