ନ୍ୟାସନାଲ ସୁଇମିଂ ଚାମ୍ପିଅନ୍‌ସିପ୍‌ରେ ଭାଗ ନେବେ କଟକର ଅନମୋଲ ମହାନ୍ତି ଓ ପ୍ରୀତିପ୍ରଜ୍ଞା ସାହୁ

କଟକ (କେନ୍ୟୁଜ୍) : ନ୍ୟାସନାଲ ସୁଇମିଂ ଚାମ୍ପିଅନ୍‌ସିପ୍‌ରେ ଭାଗ ନେବେ କଟକର ଅନମୋଲ ମହାନ୍ତି ଓ ପ୍ରୀତିପ୍ରଜ୍ଞା ସାହୁ। ଆସନ୍ତା ଜୁଲାଇ ୧ ତାରିଖରୁ ରାଜସ୍ଥାନରେ ଅନୁଷ୍ଠିତ ହେବ ନ୍ୟାସନାଲ ସୁଇମିଂ ଚାମ୍ପିଅନ୍‌ସିପ୍‌। ପ୍ରଥମେ ଜିଲ୍ଲାସ୍ତରୀୟ ଓ ପରେ ରାଜ୍ୟସ୍ତରୀୟ ସୁଇମିଂରେ ଉନ୍ନୀତ ହୋଇ ସେମାନେ ଜାତୀୟ ସ୍ତରରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରି ମେଡାଲ ଜିତିବାକୁ ଆଶା ରଖିଛନ୍ତି ଏହି ଦୁଇ ପହଁରାଳି । ଏନେଇ ୨ ପ୍ରତିଯୋଗୀ ଜୋରଦାର ଅଭ୍ୟାସ ଚଳାଇଛନ୍ତି।

Leave A Reply

Your email address will not be published.