ଆଇସିସି ବିଶ୍ୱକପର ଆଜି ଖେଳାଯାଇଛି ୩୩ତମ ମ୍ୟାଚ୍ । ମ୍ୟାଚଟି ପାକିସ୍ତାନ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ କରିଥିଲା ୨୩୭ ରନ୍ ।
ବର୍ଷା ଯୋଗୁ ଖେଳ ଆରମ୍ଭରେ ବିଳମ୍ବ ଘଟିଥିବା ବେଳେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ। ତେବେ ନ୍ୟୁଜିଲାଣ୍ଡ ଦ୍ବାରା ଦିଆଯାଇଥିବା ଲକ୍ଷ୍ୟକୁ ହାସଲ କରି ପାରିଥିଲା ପାକିସ୍ତାନ। ଏନେଇ ଓଭରରେ ୱିକେଟ ହରାଇ ହାସଲ କରିଛି ରନ୍।