Below header

ଖୁଡିକୁ ନେଇ ଫେରାର ହେଲା ପ୍ରେମିକ ପୁତୁରା, ଖୋଜୁଛନ୍ତି କକା

ନୂଆଦିଲ୍ଲୀ : କୁହାଯାଏ ଯେ ପ୍ରେମ ଅନ୍ଧ ଏବଂ ପ୍ରେମରେ ପଡିଥିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ବିଷୟରେ ଚିନ୍ତା କରେ ନାହିଁ । ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ରାଜସ୍ଥାନର ଭରତପୁରରୁ ଆସିଛି। ଯେଉଁଠାରେ ପୁତୁରା ତାଙ୍କ ନବବିବାହିତା ଖୁଡିଙ୍କୁ ଭଲ ପାଉଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ…

ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ ପାଳଙ୍ଗ ଶାଗ , ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ମିଳିଥାଏ ଅନେକ ଫାଇଦା

ଖାଦ୍ୟ ଏବଂ ପାନୀୟ ପାଇଁ ଶୀତ ଋତୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହି ଋତୁରେ ଅନେକ ସତେଜ ସବୁଜ ପତ୍ରଯୁକ୍ତ ପନିପରିବା ଉପଲବ୍ଧ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ପାଳଙ୍ଗର ନାମ ଏଗୁଡ଼ିକର ଶୀର୍ଷରେ ଆସେ। ପାଳଙ୍ଗରେ ସମସ୍ତ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ ଏବଂ ଶରୀର ଭିତରୁ…

ଫୋନ୍ କିମ୍ବା UPI ଠିକଣା ନଥିଲେ ଏବେ ଆଧାର ନମ୍ବରରେ ବି ପଠାଇ ପାରିବେ ଟଙ୍କା, ଜାଣନ୍ତୁ କିପରି

ଆଧାର ହେଉଛି ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଅନେକ ସରକାରୀ ଏବଂ ବେସରକାରୀ କାର୍ଯ୍ୟରେ ଆପଣ ନିଶ୍ଚିତ ଭାବରେ ଆଧାର କାର୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ଭାବରେ ବ୍ୟବହାର କରିଥିବେ, କିନ୍ତୁ ବର୍ତ୍ତମାନ ଆପଣ ଆଧାର କାର୍ଡ ନମ୍ବର ସହିତ ପେମେଣ୍ଟ କରିବାକୁ ମଧ୍ୟ ସକ୍ଷମ…

ଜାଣନ୍ତୁ ଆଜି ଆପଣଙ୍କ ସହରରେ ଦଶ ଗ୍ରାମ ପ୍ରତି ସୁନା ଦର କେତେ ରହିଛି

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫, ୧୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୯, ୨୪୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,…

ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ଦାମ୍‌, ଏଠାରେ ଯାଞ୍ଚ କରନ୍ତୁ ଆଜିର ଅପଡେଟ୍

ଦେଶରେ ଏବଂ ରାଜ୍ୟରେ ତେଲ ଦାମ୍‌ କମିବା ପରେ ଗ୍ରାହକଙ୍କ ସାମାନ୍ୟ ଆଶ୍ୱସ୍ତି ମିଳିଛି। କ୍ରମାଗତ ଭାବେ ୧୭ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦାମ୍‌ ସ୍ଥିର ରହିଛି। କେନ୍ଦ୍ର ସରକାର ପେଟ୍ରୋଲ ୫ ଟଙ୍କା ଏବଂ ଡିଜେଲ ଦାମ୍‌ ୧୦ ଟଙ୍କା କମାଇଥିଲେ। ଏହା ପରେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ କିଛି…

ଦୁର୍ନିତୀ ଗ୍ରସ୍ତ ଓ ଅପାରଗତା ଯୋଗୁଁ ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର (କେନ୍ୟୁଜ): ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର। ରାଜ୍ୟ ସରକାରଙ୍କ ଦୁର୍ନିତୀ ବିରୋଧୀ ଅଭିଯାନ । ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲ। ଏ ପର୍ଯ୍ୟନ୍ତ ୧୩୧ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅପାରଗତା ଓ…

କିଟ୍‌ର ସିନ୍ଥେଟିକ୍‌ ହକି ଷ୍ଟାଡିୟମ୍‌: ୨୪ ନଭେମ୍ବରରୁ ଡିସେମ୍ବର ୫ ପର୍ଯ୍ୟନ୍ତ ହେବ FIH ଓଡ଼ିଶା ପୁରୁଷ ଜୁନିୟର ହକି…

ଭୁବନେଶ୍ୱର (କେନ୍ୟୁଜ): କିଟ୍‌ର ଅତ୍ୟାଧୁନିକ ସିନ୍ଥେଟିକ୍‌ ହକି ଷ୍ଟାଡିୟମ୍‌ ଚଳଚଞ୍ଚଳ ହୋଇଉଠିଛି । ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି FIH ଓଡ଼ିଶା ପୁରୁଷ ଜୁନିୟର ହକି ବିଶ୍ୱକପ ୨୦୨୧ । ୨୪ ନଭେମ୍ବରରୁ ଡିସେମ୍ବର ୫ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଶ୍ୱକପ ପାଇଁ ଖେଳାଳିମାନେ କିଟ୍‌…

୪୬ ବର୍ଷ ବୟସରେ ଯାଆଁଳା ଶିଶୁଙ୍କ ମା ହେଲେ ପ୍ରୀତି ଜିଣ୍ଟା, ସୋସିଆଲ ମିଡିଆରେ ସେୟାର କଲେ ପିଲାଙ୍କ ନାମ

୪୬ ବର୍ଷ ବୟସରେ ଦୁଇଟି ଶିଶୁର ମା ହେଲେ ପ୍ରୀତି ଜିଣ୍ଟା । ପ୍ରିତି ଜିଣ୍ଟା ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ନିଜର ଖୁସି ଜାହିର କରିଛନ୍ତି। ସେ ଲେଥିଛନ୍ତି ଏହା ମୋ ଜୀବନର ସବୁଠାରୁ ଖୁସିର ମୂହୁର୍ତ୍ତ ଅଟେ । ମୁଁ ମୋର ଏହି ନୂଆ ଜୀବନକୁ ନେଇ ଅଧିତ ଉତ୍ସାହିତ ଅଛି । ତେଣୁ ଆମର ଏହି…

ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡି ହେଲା କେନ୍ଦୁଝର, ଉପକୃତ ହେଲେ ୪ଲକ୍ଷ ୨୦ ହଜାର ହିତାଧିକାରୀ

କେନ୍ଦୁଝର (କେନ୍ୟୁଜ): ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡି ହେଲା କେନ୍ଦୁଝର । BSKY ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଉପକୃତ ହୋଇଛନ୍ତି ୪ଲକ୍ଷ ୨୦ ହଜାର ହିତାଧିକାରୀ । BSKY କାର୍ଡ ଦ୍ୱାରା ହିତାଧିକାରୀଙ୍କୁ ମିଳିବ…

୨୧ ତାରିଖ ରାତିରେ ଗୋଟିଏ ସରଳ ରେଖାରେ ଦେଖାଯିବେ ୩ଟି ଗ୍ରହ

ଭୁବନେଶ୍ୱର (କେନ୍ୟୁଜ): ସୌରଜଗତର ଏମିତି ଅନେକ କିଛି ରହସ୍ୟ ଅଛି ଯାହା ସମ୍ପର୍କରେ ଆମକୁ କିଛି ଜଣାନଥାଏ। ତେବେ ସେ ଗ୍ରହ ହୁଅନ୍ତୁ ଅବା ଉପଗ୍ରହ କିମ୍ବା ଗ୍ରହଣ ହେଉ ଅବା ଅମାବାସ୍ୟା ଏହା ସମ୍ପର୍କରେ ଆମେ ବୈଜ୍ଞାନିକ ଅନୁଷ୍ଠାନ ତଥା ପ୍ଲାନେଟୋରିୟମରେ ପ୍ରମାଣିକ ତଥ୍ୟ ପାଇପାରୁ। ଏସବୁକୁ…

ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

ଅନେକ ସମୟରେ କାମ ପାଇଁ ମସ୍ତିଷ୍କ ଉପରେ ଚାପ ରହୁଥିବାରୁ ମୁଣ୍ଡ ବିନ୍ଧା ଭଳି ଅସୁବିଧା ଦେଖା ଦେଉଛି । ଅଧିକାଂଶ ଲୋକ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ ବିଷୟରେ ଦ୍ୱନ୍ଦ୍ୱରେ ପଡିଯାନ୍ତି। କିନ୍ତୁ, ଏଥିରେ ଅନେକ ପାର୍ଥକ୍ୟ ଅଛି। ମୁଣ୍ଡର ଡାହାଣ କିମ୍ବା ବାମ ପାର୍ଶ୍ୱରେ ବିନ୍ଧା ହେଲେ ଏହାକୁ…

ଆଠ ଭାଇ ଭଉଣୀ ଏବଂ ମା’ଙ୍କ ସହିତ ବିତିଥିଲା କ୍ୟାଟ୍ରିନାଙ୍କ ଜୀବନ

କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ସବୁଆଡେ ଗୁଜବ ସୃଷ୍ଟି ହେଉଛି। ଅଭିନେତା ଭିକ୍କି କୌଶଲଙ୍କ ସହ କ୍ୟାଟ୍ରିନାଙ୍କ ବିବାହ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଯଦିଓ ଦୁହେଁ ନିଜ ବିବାହ ଖବର ଉପରେ ସମ୍ପୂର୍ଣ୍ଣ ନିରବ ରହିଛନ୍ତି । ବିବାହର ଏହି ଆଲୋଚନା ମଧ୍ୟରେ ଆମେ ଆପଣଙ୍କୁ…