ଭଦ୍ରକ ଜିଲ୍ଲାରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୬ରେ, ଓଡ଼ିଶାରେ ୯୪

କେନ୍ୟୁଜ(ବ୍ୟୁରୋ): ପୁଣି ଭଦ୍ରକରେ ଚିହ୍ନଟ ହେଲେ ୪ କରୋନା ପଜେଟିଭ। ଓଡ଼ିଶାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୯୪ରେ। ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଟ୍ୱିଟ ଯୋଗେ ସୂଚନା ଦେଲା ସୂଚନା ଓ ଲୋକସମ୍ପର୍କ ବିଭାଗ। ସେଥିରୁ ଜଣେ ୪୦ ବର୍ଷୀୟ ପୁରୁଷ, ୨୯ ବର୍ଷୀୟ ପୁରୁଷ, ୪୧…

ଲକଡାଉନରେ ଓଡ଼ିଶାର ଅଣରାସନ କାର୍ଡଧାରୀମାନଙ୍କୁ ମିଳିବ କିରୋସିନ, ଯୋଗାଣ ମନ୍ତ୍ରୀ କଲେ ଘୋଷଣା

କେନ୍ୟୁଜ(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ବନ୍ଦ ହୋଇଯାଇଛି ଲୋକମାନଙ୍କର ରୋଜଗାର ପନ୍ଥା। ଦିନ ମଜୁରିଆ ଓ ଗରିବ ଖଟିଖିଆମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସେମାନଙ୍କୁ ଏହି ଲକଡାଉନ ସମୟରେ ସାହାଯ୍ୟ କରିବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଉପାୟମାନ କରୁଥିବାବେଳେ ଏବେ…

ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ମହମ୍ମଦ ରଫିକ୍, ନାଁ ସୁପାରିଶ କରିଥିଲେ ସୁପ୍ରିମକୋର୍ଟଙ୍କ…

କେନ୍ୟୁଜ(ବ୍ୟୁରୋ): ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ମହମ୍ମଦ ରଫିକ୍ । ତାଙ୍କ ନାଁ ସୁପାରିଶ କରିଥିଲେ ସୁପ୍ରିମକୋର୍ଟଙ୍କ କଲେଜିୟମ୍ କମିଟି ‌ । ଜଷ୍ଟିସ ରଫିକ ବର୍ତ୍ତମାନ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି । ତାଙ୍କୁ ଓଡ଼ିଶା ହାଇକୋର୍ଟକୁବଦଳି କରିବା…

ଆସନ୍ତାକାଲିଠାରୁ ରାଜ୍ୟରେ ହେବ ପ୍ରବଳ ଘଡ଼ଘଡ଼ି ସହ ବର୍ଷା, ପାଣିପାଗ କେନ୍ଦ୍ର ଜାରିକଲା ୟେଲୋ ୱାର୍ଣ୍ଣିଂ

କେନ୍ୟୁଜ(ବ୍ୟୁରୋ): ଆସନ୍ତାକାଲିଠାରୁ ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏଥିପାଇଁ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ସୂଚନା ଦେଲା ପାଣିପାଗ ବିଭାଗ । ଯାଜପୁର, ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର,…

ଓଡିଶାରେ ଫସିଥିବା ୨୬ ପାରୋ ପର୍ଯ୍ୟଟକଙ୍କ ପାଇଁ ବେଙ୍ଗାଲୁରୁରୁ ଆସିଲା ସ୍ୱତନ୍ତ୍ର ବିମାନ, ଭୁଟାନ ଅଭିମୁଖେ କଲା…

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱରରେ ଫସି ଥିବା ୨୬ ପର୍ଯ୍ୟଟକଙ୍କୁ ନେବା ପାଇଁ ବେଙ୍ଗାଲୁରୁରୁ ଭୁବନେଶ୍ଵରରେ ପହଁଚିଲା ସ୍ୱତନ୍ତ୍ର ବିମାନ Drukair KB 293। ମଧ୍ୟାହ୍ନ୨ଟା ସମୟର ଏହି ବିମାନଟି ଓଡ଼ିଶାରେ ଫସି ଥିବା୨୬ ଜଣ ପାରୋ (ଭୁଟାନ)ର ପର୍ଯ୍ୟଟକଙ୍କୁ ଧରି ଭୁବନେଶ୍ୱର ବିମାନବନ୍ଦରରୁ…

କରୋନା ଲଢେଇରେ ଜୀବନ ହାରି ଦେଲେ ବ୍ରିଟେନ୍‌ରେ ଥିବା ଓଡ଼ିଆ ଡାକ୍ତର, କଟକର ଏସସିବିରେ MBBS କରି ଯାଇଥିଲେ ଲଣ୍ଡନ୍‌

କେନ୍ୟୁଜ(ବ୍ୟୁରୋ): କରୋନା ଲଢେଇରେ ଜୀବନ ହରିଦେଲେ ୟୁକେରେ ଥିବା ଓଡ଼ିଆ ଡାକ୍ତର। ମୃତ ଡାକ୍ତର ଜଣକ ହେଲେ ରାଧାରମଣ ଶର୍ମା। ରାଧାରମଣ ବ୍ରିଟେନରେ ଜଣେ ପ୍ରତିଷ୍ଠିତ ଡାକ୍ତର ଥିଲେ।  ମୃତ ଶର୍ମା ଲଣ୍ଡନରେ ଜଣେ ପ୍ରଖ୍ୟାତ ସାଇକୋଲୋଜିଷ୍ଟ ଥିଲେ। ତାଙ୍କ ଠାରେ କରୋନା ଲକ୍ଷଣ ଦେଖା ଯିବା ପରେ…

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ବାଲେଶ୍ୱରର ଦୁଇ ପଜିଟିଭ

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ।  ବାଲେଶ୍ୱରର ଆଉ ୨ ପଜିଟିଭ ଚିହ୍ନଟ। ୧୦ରେ ପହଞ୍ଚିଲା ବାଲେଶ୍ୱର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୫ ବର୍ଷୀୟ ମହିଳା ଥିବା ବେଳେ ଆଉ ଜଣେ ୩୫ ବର୍ଷୀୟ ପୁରୁଷ ଅଛନ୍ତି ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ…

ଏପ୍ରିଲ ମାସ ଶେଷ ସୁଦ୍ଧା ଦିନକୁ ୩ ହଜାର କରୋନା ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି ଓଡ଼ିଶା ସରକାର, ସୂଚନା ଦେଲେ…

କେନ୍ୟୁଜ(ବ୍ୟୁରୋ): ଓଡ଼ିଶାରେ ଦିନକୁ ହେବ ୩ ହଜାର କରୋନା ଟେଷ୍ଟ । ଏପ୍ରିଲ ମାସ ଶେଷ ସୁଦ୍ଧା ଦିନକୁ ୩ ହଜାର କରୋନା ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ବଲାଙ୍ଗିର, ବାଲେଶ୍ୱର, ବାରିପଦା ଓ କୋରାପୁଟ ଏହିଭଳି ୪ଟି ମେଡିକାଲ କଲେଜରେ ଟେଷ୍ଟିଂ ଲ୍ୟାବ ପ୍ରସ୍ତୁତ କରାଯିବ।…

କରୋନା ନେଇ କେନ୍ଦ୍ର ସରକାରଙ୍କ ସୂଚନା:ଅନେକ ବ୍ୟାବସାୟିକ ପ୍ରତିଷ୍ଠାନରୁ ଉଠିଲା କଟକଣା, ଜାଣନ୍ତୁ କଣ କଣ ଖୋଲିବ

କେନ୍ୟୁଜ(ବ୍ୟୁରୋ): କରୋନା ନେଇ କେନ୍ଦ୍ର ସରକାରଙ୍କ ସୂଚନା । ତାଲାବନ୍ଦ କଟକଣା ଭିତରେ ଅଟା ଓ ଡାଲି ମିଲ ଖୋଲା ରହିବ । ପ୍ରିପେଡ ମୋବାଇଲ ସର୍ଭିସକୁ କୋହଳ କରାଯାଇଛି । ମିଲ୍କ ପ୍ରୋସେସିଂ ୟୁନିଟ ଉପରେ କଟକଣା କୋହଳ କରାଯାଇଛି । ବହି ଦୋକାନ, ପଙ୍ଖା ମରାମତି ଦୋକାନ ଖୋଲା ରହିବ । ଦେଶରେ…

ଯାଜପୁରର ନୂଆ ୪ ପଜିଟିଭଙ୍କ ପୂରା ତଥ୍ୟ ଦେଲେ ଜିଲ୍ଲାପାଳ, ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ, ୩ ଜଣ ମହିଳା,ସମସ୍ତେ…

ଯାଜପୁର ଟାଉନ(କେନ୍ୟୁଜ): ଆଜି ଯାଜପୁର ଜିଲ୍ଲାରେ ଆଉ ୪ ଜଣ କୋରୋନା ପଜିଟିଭ ରେ ଆକ୍ରାନ୍ତ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ୩ଜଣ ଯାଜପୁର ବ୍ଲକ ର ଏବଂ ଜଣେ ଦଶରଥପୁର ବ୍ଲକ ଅଞ୍ଚଳ ର ବୋଲି ଜଣାପଡିଛି। ୪ଜଣଙ୍କ ମଧ୍ୟରୁ ୩ଜଣ ମହିଳା ଏବଂ ଜଣେ ପୁରୁଷ ବୋଲି ଜଣାପଡ଼ିଛି। ଏହି ଆକ୍ରାନ୍ତ ମାନେ କଲିକତା…

ଲକଡାଉନ ସମୟରେ ଗାଁର ସୁରକ୍ଷାକର୍ମୀ ସାଜିଲେ ମହିଳା ମଞ୍ଚର ସଦସ୍ୟାମାନେ, ଚୋରା ମଦ ବେପାରୀଙ୍କୁ ଗୋଡ଼ାଇ ଧରିଲେ

ଟାଙ୍ଗି(କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଭବାନୀପୁର ପଞ୍ଚାୟତର ସାହସପୁର ଗତେଶ୍ବରପୁର ଆଞ୍ଚଳିକ ମହିଳା ମଞ୍ଚର ସଦସ୍ୟାମାନେ ଚୋରାମଦ ବେପାରୀଙ୍କୁ କାବୁ କରି ପୋଲିସ୍‌ ଜିମା ଦେଇଛନ୍ତି। ଦୁଇ ଜଣ ଯୁବକ ଏକ ମୋଟର ସାଇକେଲରେ ଚୋରା ଦେଶୀମଦ ବିକ୍ରୀ ପାଇଁ ନେଉଥିବା ବେଳେ ମହିଳା ସଂଘର…

ଯାଜପୁର ଜିଲ୍ଲାର ଦ୍ୱିତୀୟ କୋରୋନା ଆକ୍ରାନ୍ତଙ୍କ ଅଞ୍ଚଳକୁ ଆଉ ଏକ ସପ୍ତାହ କଣ୍ଟେନମେଣ୍ଟ ଅବଧି ବୃଦ୍ଧି କଲା ଜିଲା…

ଯାଜପୁର ଟାଉନ (କେନ୍ୟୁଜ): ଯାଜପୁର ଜିଲ୍ଲାର ଦ୍ୱିତୀୟ କୋରୋନା ଆକ୍ରାନ୍ତ ଅଞ୍ଚଳ ଯାଜପୁର ବ୍ଲକ ର ସାନ ତ୍ରିଲୋଚନ ପୁର ଏବଂ ସଇପୁର ୩ ଗାଁର କଣ୍ଟେନମେଣ୍ଟ ଅଂଚଳର ଅବଧିକୁ ଆଉ ଏକ ସପ୍ତାହ ବୃଦ୍ଧି କଲା ଜିଲା ପ୍ରଶାସନ। ଆଜି ରାତି ୮ ଟା ପର୍ଯ୍ୟନ୍ତ ସେହି ଅଞ୍ଚଳରେ କଣ୍ଟେନମେଣ୍ଟର ସମୟ ଥିଲା।…