Below header

ପୋଡି ଯାଉଥିଲା ମା କିନ୍ତୁ ମରିପାରୁନଥିଲା ମମତା, ମା’କୁ ବଞ୍ଚାଇବାକୁ ଶିଶୁ କରୁଥିଲା ଆକୁଳ ନିବେଦନ, ପରେ ଘଟିଲା କିଛି…

ଉତ୍ତରପ୍ରଦେଶର କନ୍ନୋଜ ଜିଲ୍ଲାରେ ଶୁକ୍ରବାର ହୋଇଥିଲା ସ୍ଲିପର ବସ ସହ ଟ୍ରକର ଧକ୍କା । ଯାହା ଫଳରେ ବସରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଏହି ଘଟଣା ଏବେ ସାର ଦେଶକୁ ସ୍ତବ୍ଧ କରିଦେଇଛି। ପାଖା ପାଖି ୨୦ରୁ ଅଧିକ ଲୋକଙ୍କ ପ୍ରାଣ ବାୟୂ ଏହି ଦୁର୍ଘଟଣାରେ ଉଡିଯାଇଛି। ବସଟି ଏତେ ମାତ୍ରାରେ ଜଳି…

ହ୍ବାଇଟ ହାଉସରୁ ପ୍ରେସ ମିଟ କଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଡ୍ରମ୍ପ, କହିଲେ ସମସ୍ତ ଆମେରିକୀୟ ସୁରକ୍ଷିତ ଅଛନ୍ତି

କେନ୍ୟୁଜ୍ (ବ୍ୟୁରୋ): ଇରାକରେ ଥିବା  ଆମେରିକାର ଆର୍ମି ବେସରେ ଉପରେ  ଇରାନ କରିଥିବା ରକେଟ ମାଡ ନେଇ ପ୍ରେସ ମିଟ କଲେ  ଆମେରିକାର ରାଷ୍ଟ୍ର ପତି ଡୋନାଲ୍ଡ ଟ୍ରମ୍ପ । ପ୍ରେସ ମିଟରେ ଟ୍ରମ୍ପ କହିଛନ୍ତି କି  ଇରାନର ମିଶାଇଲ ଆଟାକରେ ଆମେରିକାର  କୌଣସି ବି ସୌନିକ ମ୍‌ତାହାତ ହୋଇ ନାହାନ୍ତି।…

ଓକିଲଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ନ୍ୟାୟ ପାଇଁ ମରଶରୀର ଧରି କୋର୍ଟରେ ପହଞ୍ଚିଲେ ସାଥୀ ଓକିଲ

ଲକ୍ଷ୍ନୌ: ଓତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି। ଗତକାଲି କୃଷ୍ଣ ନଗର ଅଞ୍ଚଳରେ ଶିଶିର ତ୍ରୀପାଠି ନାମକ ଜଣେ ୩୨ ବର୍ଷିୟ ଓକିଲଙ୍କୁ ଦୁର୍ବୃତ୍ତ ମାନେ ପିଟି ହତ୍ୟା କରିଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଓକିଲକୁ ଗିରଫ କରିଛି…

ରାଜଧାନୀର ଡିସିପି ଅଫିସ ନିକଟରୁ ମାତ୍ର ୫୦୦ମିଟର ଦୂରରେ ଚାଲିଛି ଦେହ ବ୍ୟବସାୟ, ଦିନବେଳା ଚାଲୁଛି ଦେହର ନିଲାମ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀ ରାଜରାସ୍ତା କଡ଼ରେ ଦେହ ବେପାର ? ତାହା ପୁଣି  ଡିସିପି ଅଫିସ୍‌ ଠାରୁ ମାତ୍ର ୫୦୦ ଓ ସହିଦ ନଗର ଥାନା ଠାରୁ ୮୦୦ ମିଟର ଦୂର ବାଣୀବିହାର ଓଭରବ୍ରିଜ୍‌ ରାସ୍ତାରେ ଦିନ ବେଳା ଚାଲିଛି ଏହି ବ୍ୟବସାୟ । ଅଜ୍ଞା ହଁ ଏହା ଆଶ୍ଚର୍ଯ୍ୟ  ଲାଗୁଥିଲେ ବି ସତ। ଏଥିରେ ଗରାଖ…

ମହାରାଷ୍ଟ୍ର କଂଗ୍ରେସ କ୍ୟାବିନେଟ ମନ୍ତ୍ରୀଙ୍କ ଅଜବ ବୟାନ, କହିଲେ ‘ଆମେ ଏବେ ସତ୍ତାକୁ ଆସିଛୁ ପକେଟ ଗରମ ହୋଇନି ଆମର’

ମହାରାଷ୍ଟ୍ରରେ ଶିବସେନା-ଏନସିପି ଓ କଂଗ୍ରେସର ଗଠବନ୍ଧନ ସରକାର ହେବା ପରେ ମନ୍ତ୍ରୀ ମଣ୍ଡଳର ଭାଗବଣ୍ଟା ମଧ୍ୟ ହୋଇସାରିଛି। କିନ୍ତୁ ଏହାର ଭିତରେ ଏକ ବିସ୍ମିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । କଂଗ୍ରେସ କୋଟାରେ କ୍ୟାବିନେଟ ମନ୍ତ୍ରୀ ହୋଇଥିବା ପାର୍ଟିର ବରିଷ୍ଠ ନେତ୍ରୀ ଯଶୋମତୀ ଠାକୁର…

ପୁଣି ଅଶାନ୍ତ ହେଲା JNU, ପାଖାପାଖି ୫୦ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହେଲେ ଛାତ୍ରସଂଘର ଅଧ୍ୟକ୍ଷ

ଦେଶର ପ୍ରତିଷ୍ଠିତ ଜବାହରଲାଲ ନେହୁରୂ ୟୂନିଭର୍ସିଟି (JNU)ରେ ପୁଣି ତେଜିଲା ଅଶାନ୍ତି।ଆଜି ସଂଧ୍ୟା ୬.୩୦ରେ ପଖାପାଖି ୫୦ ଯୁବକ ମୁହଁରେ ମୁଖ ପିନ୍ଧି କ୍ୟାମ୍ପସ୍  ଭିତରକୁ ପ୍ରବେଶ କରି କିଛି ଛାତ୍ର ଓ ପ୍ରଫେସରଙ୍କୁ ଆକ୍ରମଣ କରିଛନ୍ତି ।ଏହି ଆକ୍ରମଣରେ ଛାତ୍ର ସଂଘର ଅଧ୍ୟକ୍ଷ ଆଇସି ଘୋଷ…

ପାକିସ୍ତାନରେ ସୁରକ୍ଷିତ ନାହାନ୍ତି ଶିଖ ଧର୍ମାବଲମ୍ବୀ, ସଂଘବଦ୍ଧ ହୋଇ ଗୁରୁଦ୍ବାରରେ ପଥର ମାଡ କରୁଛନ୍ତି ପାକ ଲୋକେ

କେନ୍ୟୁଜ୍(ବ୍ୟୁରୋ): ପକିସ୍ତାନରେ ନିର୍ଯାତିତ ହୋଇଚାଲିଛନ୍ତି ଶିଖ।  ପ୍ରତିଦିନ ଶିଖ ଧର୍ମବାଳମ୍ବୀ ମାନେ ପାକିସ୍ତାନ ଲୋକଙ୍କ ଦ୍ବାରା ନିର୍ଯାତନା ଭୋଗି ଚାଲିଛନ୍ତି। ହେଲେ ପାଟି ଖୋଲି ଏହାକୁ ପ୍ରତିବାଦ କରିବା ପାଇଁ କାହାର ସାହସ କିମ୍ବା  ସାମଥର୍ୟ ନାହିଁ। ଏପରି କି ସଂଘବଦ୍ଧ ହୋଇ କିଛି…

ଚଳିତ ବର୍ଷ ଚିଲିକାରେ ବଢ଼ିଛି ପକ୍ଷୀ ସଂଖ୍ୟା, ୧୦ ଲକ୍ଷ ୫୦ରୁ ୧୦ ଲକ୍ଷ ୭୦ ହଜାର ପକ୍ଷୀ ପହଞ୍ଚିଛନ୍ତି ଚିଲିକାରେ

ବାଲୁଗାଁ(କେନ୍ୟୁଜ୍): ଚଳିତ ବର୍ଷ ଚିଲିକାରେ ବଢ଼ିଛି ପକ୍ଷୀ ସଂଖ୍ୟା । ଏଥର ପକ୍ଷୀ ସଂଖ୍ୟା ୧୦ ଲକ୍ଷ ୫୦ରୁ ୧୦ ଲକ୍ଷ ୭୦ ହଜାର ପକ୍ଷୀ ଚିଲିକାରେ ପହଞ୍ଚିଛନ୍ତି। ୨୦୧୯ରେ ମୋଟ ୧୦ ଲକ୍ଷ ୪୭ ହଜାର ପକ୍ଷୀ ଚିହ୍ନଟ ହୋଇଥିଲେ। ବିଦେଶୀପକ୍ଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି। ଘେରି ଉଚ୍ଛେଦ…

ନବରଙ୍ଗପୁରରେ କାର ପୋଡ଼ି ଘଟଣାର ଖୋଲିଲା ପୋଲ୍‌, ସିସିଟିଭି ଫୁଟେଜ ଖୋଲୁଛି ଗୁମର

କେନ୍ୟୁଜ୍(ବ୍ୟୁରୋ): ଡିସେମ୍ବର ୨୫ ରାତି। ନୀଳ ରଙ୍ଗର ଟ୍ରାକ୍ଟର ଟାଣିଟାଣି ଆଣୁଛି ଲାଲ ରଙ୍ଗର ଭଙ୍ଗା ଦଦରା କାର। କାର୍‌ଟିକୁ ଟାଣି ଟାଣି ଅଣାଯାଇ ଡିପିସି ଅଫିସ ସାମ୍ନାରେ ରଖାଯାଇଥିଲା ।  ଡିସେମ୍ବର ୨୬। ନବରଙ୍ଗପୁରରେ କଂଗ୍ରେସ ବନ୍ଦ ପାଳନ। ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ ରଖ । କହିଲେ…