Below header

ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ପ୍ରାଣମୂର୍ଛା ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର, ଭାରତ ଆୟୋଜନ କରିବ ସପିଂ…

ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ପ୍ରାଣମୂର୍ଛା ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର। ଗୋଟିଏ ପରେ ଗୋଟିଏ ଘୋଷଣା କରି ଚାଲିଛନ୍ତି। ରପ୍ତାନୀ ବୃଦ୍ଧି ପାଇଁ ଆଜି ନୂଆ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତ ଆୟୋଜନ କରିବ ସପିଂ ମେଗା ଫେଷ୍ଟିଭାଲ। ଏହି ମଞ୍ଚରେ…

ନିର୍ମଳା ଦେଲେ ଖୁସିଖବର, ନୂଆ ଘର କିଣିବା ଉପରେ ମିଳିବ ଅତିରିକ୍ତ ୧,୫ଲକ୍ଷ ଟଙ୍କାର ରିହାତି, ଜାଣନ୍ତୁ ଆଉ କ‘ଣ ଘୋଷଣା…

ଅସୁସ୍ଥ  ହୋଇପଡିଥିବା ରିୟଲଇଷ୍ଟେଟ ସେକ୍ଟରରେ ଜୀବନ ଆଣିବା ପାଇଁ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରୟାସ। ଘର କିଣା ଉପରେ ୧.୫ ଲକ୍ଷ ଟଙ୍କା ଗୃହ ଋଣ ସୁଧ ଉପରେ  ଅତିରିକ୍ତ ରିହାତି ଦେବା ପାଇଁ ଅର୍ଥମନ୍ତ୍ରୀ ଶନିବାର ଦିନ ଘୋଷଣା  କରିଛନ୍ତି। ଏହା ମଧ୍ୟମରେ ସହରରେ ୪୫ ଲକ୍ଷ…

ଶୁଣି ଆଶ୍ଚର୍ଯ୍ୟ ହେବେ ମୃତ୍ୟୁର ୧ ବର୍ଷ ପର୍ଯ୍ୟନ୍ତ ମଣିଷ ଶରୀର ବୁଲିଥାଏ,  ପ୍ରମାଣିତ କଲେ ବୈଜ୍ଞାନିକ

ମୃତ୍ୟୁ ପରେ ୧ ବର୍ଷ ପର୍ଯ୍ୟନ୍ତ ମଣିଷର ଶରୀର ବୁଲିଥାଏ! ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।  ଯହାକୁ ପ୍ରମାଣିତ କରିଛନ୍ତି ଅଷ୍ଟ୍ରେଲିଆର ଏଲିସନ ବିଲ୍ସନ ନାମକ ଜଣେ ମହିଳା ବୈଜ୍ଞାନିକ। ତାଙ୍କର କହିବା କଥା ହେଲା ମୃତ୍ୟୁର ଏକ ବର୍ଷ ପର୍ଯ୍ୟନ୍ତ ମୃତକର ଶରୀର ବୁଲିଥାଏ।  ଏଲିସନଙ୍କ ଏହି ଦାବି…

RBIର ପୂଜା ଭେଟି, ଜାଣନ୍ତୁ  କଣ ଆଣିଛି ନୂଆ ନିୟମ

କେନ୍ୟୁଜ୍ (ବ୍ୟୁରୋ):  ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି କଂଜ୍ୟୁମର ପ୍ରଡକ୍ଟସ, ମୋବାଇଲ ଫୋନ, ଘର ଉପକରଣ ସାଙ୍ଗକୁ ଯାନବାହାନ କ୍ରୟ ଉପରେ ବ୍ୟାଙ୍କ  ଲୋନ ଦେବ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ  ଲୋନ କଂଜ୍ୟୁମର କ୍ରେଡିଟ ରିକ୍ସ ୱେଟ ହ୍ରାସ କରିଛନ୍ତି । ଭାରତୀୟ ରିଜର୍ଭ…

ଏମିତି ବି ଆସେ ମୃତ୍ୟୁ, ରାସ୍ତା କଡ ହୋର୍ଡିଂ ପଡି ଇଞ୍ଜିନିୟର ଯୁବତୀ ମୃତ

କେନ୍ୟୁଜ୍ ବ୍ୟୁରୋ(ଚେନ୍ନାଇ): ରାସ୍ତାରେ ଯାଉଥିବା ବେଳେ  ସାବଧାନ ହୋଇ ଯାଆନ୍ତୁ। କାରଣ କିଏ ଜାଣେ କେଉଁଠାରେ ମୃତ୍ୟୁ ଜଗିକି ଥିବା ତାହା କେହି କହିପାରିବେ ନାହିଁ। ଯେମିତି ଦକ୍ଷିଣ ଚେନ୍ନାଇର ପଲ୍ଲୀକରନାଇ ଅଞ୍ଚଳରେ ଏହି ଘଟଣାଟି ଘଟିଛି। ରାସ୍ତାକଡରେ ଲାଗିଥିବା ଏକ ବେଆଇନ ହୋର୍ଡିଂ ଯୋଗୁ…

ଖୋଲାବଜାରରେ ପାକିସ୍ତାନ ବିକୁଛି ଏକେ-୪୭, ଏଫ୍ ୧୬ ଏବଂ ଆଟାମ ବମ୍, ବନ୍ଧୁକ ନୁହେଁ  ‘ଗଧ’

କେନ୍ୟୁଜ୍ (ବ୍ୟୁରୋ):  ପାକିସ୍ତାନର  ଭାଙ୍ଗିଥିବା  ଆର୍ଥିକ ମେରୁଦଣ୍ଡ ସୁଦ୍‌ଢ କରିବାକୁ ଲାଗିଛି ଗଧ ବେପାର। ଗତ କିଛି ବର୍ଷ ହେବ ପାକିସ୍ତାନରେ ଗଧଙ୍କ  ସଂଖ୍ୟା ବଢିଥିବାରୁ ଏହା ପାକିସ୍ତାନ ପାଇଁ ବର୍ତ୍ତମାନ ଏକ ଲାଭଜନକ ବ୍ୟବସାୟ ପାଲଟିଛି। ତେଣୁ ଏଥିରୁ ନିଜର ଆର୍ଥିକ ସ୍ଥିତିରେ ସୁଧାର…

ଟ୍ରାଫିକ୍ ନିୟମ ପାଳିଲେ ଗଣେଶ ଠାକୁର ,  ସିଟ ବେଲ୍ଟ ଭିଡି ଗଲେ ବିସର୍ଜନ ହେବାକୁ

କେନ୍ୟୁଜ୍ ବ୍ୟୁରୋ:  କିଛି ଦିନ ହେବ  ନୂଆ  ଟ୍ରାଫିକ ନିୟମ ସମସ୍ତ ଗାଡି ଚାଳକଙ୍କୁ  ଅସୁବିଧାରେ ପାକାଇଛି। ଯହା ମାଧ୍ୟମରେ ଗାଡି ଧରି ପଦାକୁ ବାହାରିବା ମୁସ୍କିଲ ହୋଇ ପଡୁଛି। ବିଶେଷ କରି ଗାଡିର କାଗଜ ପତ୍ର ନଥିବା ଚାଳକ, ହେଲମେଟ ପିନ୍ଧିନଥିବା ଚାଳକ ଓ ସିଟ ବେଲ୍ଟ  ମାରିନଥିବା…

ସାବତ ବାପାର ପାପ, ଏମିତି କୁକର୍ମ କରୁଥିଲା ଯାହାକୁ ଶୁଣିବା ମାତ୍ରେ କାନରେ ହାତ ଦେଇଦେବେ

ବାପା । ଯାହାର ତୁଳନା ଆକାଶ ସହ କରାଯାଇଛି। ଯିଏ ସନ୍ତାନକୁ ଶିକ୍ଷିତ କରିବାକୁ ଯାଇ ନିଜର ସବୁ କିଛି ଉତ୍ସର୍ଗ କରିଦଏ। ନିଜ ରକ୍ତରୁ ଜନ୍ମିତ ସନ୍ତାନକୁ ମଣିଷ ପରି ମଣିଷଟିଏ କରିବା ପାଇଁ ଅହରହ ବାପା ହିଁ ବ୍ୟଗ୍ର ଥାଏ । ବିଶେଷ କରି ପୁଅ ଅପକ୍ଷୋ ଝିଅଟିର ବେଶି ଯତ୍ନ ନିଏ ବାପା। ହେଲେ…

ଦେଖନ୍ତୁ ପାକିସ୍ତାନ ଆତଙ୍କବାଦୀଙ୍କ ନିହତ ଭିଡିଓ, ଅନୁପ୍ରବେଶ ବେଳେ ଭାରତୀୟ  ସେନା କରିଥିଲା ଗୁଳିବର୍ଷା

ପ୍ରକୃତି ଛାଡୁନାହିଁ ପାକିସ୍ତାନ। କମ୍ମୁ କଶ୍ମୀରର କୁପୱାଡା କେରନ ସେକ୍ଟରରେ ୫ ପାକିସ୍ତାନୀ ଆତଙ୍କବାଦୀ  ବଳ ପୂର୍ବକୁ ପଶିବାକୁ ଉଦ୍ୟମ  କରୁଥିଲେ। ଏହି ସମୟରେ ଭାରତୀୟ ସେନାର ଗୁଳି ବର୍ଷାରେ ସମସ୍ତେ ନିହତ ହେଇଥିବାର  ସୂଚନା ମିଳିଛି।  ସୋମବାର ଦିନ ଏକ ଜାତୀୟ ଗଣମାଧ୍ୟମ ଏମାନଙ୍କର ଭିଡିଓ…

୨୦୨୦ ଟୋକିୟୋ ଅଲିମ୍ପିକ୍ସରେ ଖରା ସାଜିପାରେ ବାଧକ, ତେଣୁ ଦର୍ଶକଙ୍କ ଉପରେ ସ୍ପ୍ରେ କରାଯିବ ନକଲି ବରଫ

ମୁଣ୍ଡ ବିନ୍ଧାର କାରଣ ସାଜିପାରେ ଗରମ । ଷ୍ଟାଡିୟମର ଦର୍ଶକଙ୍କ ଉପରେ ସ୍ପ୍ରେ କରାଯିବ ନକଲି ବରଫ । ୨୦୨୦ରେ ଟୋକିଓରେ ଆୟୋଜିତ ହେବାକୁ ଯାଉଛି କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ୍ସ । ଜୁଲାଇ- ଅଗଷ୍ଟ ମାସ ବେଳକୁ ଏହି ମେଗା ଇଭେଣ୍ଟ ଆୟୋଜିତ ହେବ । ବଡ଼ କଥା ଏହା ହେଉଛି ସେହି ସମୟ ଯେବେ ଟୋକିୟୋରେ…

ଭଙ୍ଗା କୁଡିଆରେ ଦେଖୁଥିଲେ ଜହ୍ନ, ଏବେ  ଜହ୍ନକୁ ପଠାଇଲେ ଚନ୍ଦ୍ରଯାନ , ଜାଣନ୍ତୁ କେ. ଶିବନଙ୍କ ସଂଘର୍ଷର କାହାଣୀ

ଜୁଲାଇ ୨୨ରେ ସାରା ବିଶ୍ବକୁ ଆଚମ୍ବିତ କରି ଭାରତ ରଚିଥିଲା ଇତିହାସ। ପ୍ରଥମଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁ  ଅଞ୍ଚଳରେ ଚନ୍ଦ୍ରଯାନ-୨ ପଠାଇ ଇସ୍ରୋ  ସାଉଣ୍ଟିଥିଲା ଅନେକ ପ୍ରଶଂସା। ଯହାର ନେତୃତ୍ୱ ନେଇଥିଲେ ଇସ୍ରୋର ମୁଖିଆ କେ. ଶିବନ୍।  ହେଲେ  ଏତେ ବଡ ମିଶନକୁ ପରିଚାଳିତ କରୁଥିବା ଶିବନଙ୍କ…

ବିନା ହେଲମେଟର ଯାଉଥିଲେ ପୋଲିସ ବାବୁ,  ରାସ୍ତା ମଝିରେ ଯୁବକ କାଟିଲେ ଚାଲଣ, ପରେ କଣ ହେଲା ଦେଖନ୍ତୁ ଭିଡିଓ

ବିହାର: ନୂଆ ଟ୍ରାଫିକ ନିୟମକୁ ନେଇ ସାରାଦେଶର ଲୋକଙ୍କ ମନରେ ଏକ ଅସନ୍ତୋଷ ଦେଖିବାକୁ ମିଳିଥିବା  ବେଳେ ବିହାରର ବିକ୍ସର ଅଞ୍ଚଳରେ ଏକ ଆଶର୍ଯ୍ୟର ଘଟଣା ଦେଖିବାକୁ ମିଳିଛି।  ଜଣେ ଯୁବକ ଚାଳଣ କାଟିବାକୁ ନେଇ ପୋଲିସ ସହ ହଙ୍ଗାମା କରି ଦେଇଛନ୍ତି।  ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…