Below header

ଜାଣନ୍ତୁ କେମିତି କଟିବ ଆଜିର ଦିନ

ମେଷ : କର୍ମକ୍ଷେତ୍ରରେ ଉନ୍ନତି କରିବେ । ଗୁରୁଜନଙ୍କ ସମ୍ମାନ କରିବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ବୃଷ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଧୈର୍ଯ୍ୟର ସହ ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ ।…

ଆଶା ଛାଡ଼ି ନାହାନ୍ତି ଇସ୍ରୋ ବୈଜ୍ଞାନିକ, ଆସନ୍ତା ୭ ବର୍ଷ ପାଇଁ କାମ କରିବ ଅର୍ବିଟର୍‌

ମିଶନ୍‌ ଚନ୍ଦ୍ରାୟନ-୨ ବର୍ତ୍ତମାନ ପର୍ଯ୍ୟନ୍ତ ୯୫ ପ୍ରତିଶତ ସଫଳ ହୋଇଛି। ଯଦିଓ ଚନ୍ଦ୍ରରେ ପାଦ ଥାପିବା ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି, କିନ୍ତୁ ଆଶା ଛାଡ଼ି ନାହାନ୍ତି ଇସ୍ରୋ ବୈଜ୍ଞାନିକ। ଚନ୍ଦ୍ରାୟନ-୨ ସହିତ ଯାଇଥିବା ଅର୍ବିଟର୍‌ ନିଜ କକ୍ଷପଥରେ ଅବସ୍ଥାପିତ…

ମିଶନ ଚନ୍ଦ୍ରଯାନ ପାଇଁ ଛୁଟୁଛି ପ୍ରଶଂସାର ସୁଅ, ଜାତୀୟ ଗଣମାଧ୍ୟମରେ ପାଲଟିଲା ଶିରୋନାମା

ମିଶନ ଚନ୍ଦ୍ରଯାନକୁ ସଫଳ ମିଳି ନଥିଲେ ମଧ୍ୟ ଇସ୍ରୋକୁ ସମଗ୍ର ଭାରତରୁ ଅନେକ ପ୍ରଶଂସା ମିଳିଛ। କାରଣ ବୈଜ୍ଞାନିକ ମାନଙ୍କ ଅଦମ୍ୟ ସାହାସ ଓ ସାମର୍ଥ୍ୟର ପରାକାଷ୍ଠା ଯେଉଁଭଳି ଭାବରେ ଚନ୍ଦ୍ରଯାନ-୨ର ପରୀକ୍ଷଣରେ ଦେଖିବାକୁ ମିଳିଲା ତାହା ବିଶ୍ବ ଇତିହାସରେ ଲିପିବଦ୍ଧ ହୋଇ ରହିଗଲା। ପାଖାପାଖି ଦେଢ…

ଭୁବନେଶ୍ୱର: ମଣିଷ ପଣିଆ ଦେଖାଇଲେ ଟ୍ରାଫିକ୍‌ କନେଷ୍ଟବଳ, ଦିବ୍ୟାଙ୍ଗଙ୍କୁ କୋଳରେ ବୋହି କଲେ ରୋଡପାର

ଭୁବନେଶ୍ୱର(କେନ୍ୟୁଜ୍‌): ଦିନକୁ ଦିନ ପୋଲିସ ଉପରେ ଲୋକଙ୍କ ଆସ୍ଥା ଯେତିକି ଉଠିବାରେ ଲାଗୁଛି, ସେତିକି ପୋଲିସ ବିଭାଗର କିଛି କର୍ମଚାରୀଙ୍କ ମହାନତା ପଦାକୁ ଆସିବାରେ ଲାଗିଛି। ପ୍ରତିଦିନ ଏମିତି କିଛି ଘଟଣା ଖବର କାଗଜରେ ପ୍ରକାଶିତ ହେଉଛି। କିଛି ଦିନ ତଳେ ଦୁଇ ଟ୍ରାଫିକ୍‌ କନେଷ୍ଟବଳ ମଦ ପିଇ…

ନରେନ୍ଦ୍ର ମୋଦିଙ୍କୁ ସାପ କାମୁଡାଇ ମାରିବେ ପାକିସ୍ତାନର ଗାୟିକା, ସୋସିଆଲ ମିଡିଆରେ ଦେଲେ ଧମକ

ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ନେଇ ପାକିସ୍ତାନ ବିରୋଧ ଜାରି ରଖିଛି। ଏଥିରେ ପାକିସ୍ତାନର କଳାକାର ମଧ୍ୟ ସାମିଲ ହୋଇଛନ୍ତି। ପାକିସ୍ତାନର ଜଣେ ଗାୟିକା ତଥା ଅଭିନେତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ଗାୟିକା ଜଣଙ୍କ ଏ ସଂପର୍କିତ ଭିଡିଓ ପୋଷ୍ଟ…

ଅଟୋମୋବାଇଲ କ୍ଷେତ୍ର ଉପରେ ମାନ୍ଦାବସ୍ଥାର ପ୍ରଭାବ, ଆସନ୍ତା ୭ ଓ ୯ ତାରିଖରେ ଉତ୍ପାଦ ବନ୍ଦ ରଖିବ ମାରୁତି ସୁଜୁକି…

। ଦକ୍ଷିଣ ଦିଲ୍ଲୀର ଗୋରେଗାଓଁ ମାନେସର ଠାରେ ଥିବା ମାରୁତି ସୁଜୁକି ପ୍ଲାଣ୍ଟ ଆସନ୍ତା ୭ ଓ ୯ ତାରିଖରେ ଉତ୍ପାଦନ ବନ୍ଦ ରଖିବ। ଏହି ଦୁଇ ଦିନ ନୋ ପ୍ରଡକ୍‌ସନ ଡେ ଭାବେ ପାଳନ କରିବ କମ୍ପାନୀ। ଏ ନେଇ ଆଜି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଚକୁ ମଧ୍ୟ ସୂଚନା ଦେଇଛି…

କ୍ଷୀର ମଲ୍ୟ ହେବ ଶସ୍ତା, ଗାଈ ଜନ୍ମ କରୁଥିବା ଫ୍ୟାକ୍ଟ୍ରି ସ୍ଥାପନ କରିବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ନାଗପୁରରେ ମଦର ଡାଏରୀର କାର୍ଯ୍ୟକ୍ରମରେ  ଯୋଗ ଦେଇ ମନ୍ତ୍ରୀ କହିଛନ୍ତି କି ସେ  ଗାଈ ଜନ୍ମ କରୁଥିବା ଫ୍ୟାକ୍ଟ୍ରି ସ୍ଥାପନ କରିବେ। ଯେଉଁଥିରେ  ନୂତନ ଜ୍ଞାନ କୌଶଳର ବ୍ୟବହାର କରି  କେବଳ ବାଛୁରୀ ଜନ୍ମ କରାଯିବ।ଯାହାଦ୍ବାରା ଗୋ ଚାଲାଣ…

ବ୍ୟାଙ୍କ ମିଶ୍ରଣ ଯୋଗୁ କୌଣସି ଜଣେ କର୍ମଚାରୀଙ୍କର ବି ଛଟେଇ ହେବ ନାହିଁ, ସ୍ପଷ୍ଟ କଲେ ନିର୍ମଳା ସୀତାରମଣ

ବ୍ୟାଙ୍କ ମିଶ୍ରଣ ଯୋଗୁ କୌଣସି ଜଣେ କର୍ମଚାରୀଙ୍କର ବି ଛଟେଇ ହେବ ନାହିଁ। ଏ ନେଇ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ପୁଣି ଥରେ ନିଶ୍ଚିତ କରୁଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତ ଶୁକ୍ରବାର ବ୍ୟାଙ୍କ ମେଗା ମିଶ୍ରଣ ସଂପର୍କରେ ସରକାର ଘୋଷଣା କରିବା ପରେ ଏହାକୁ ବ୍ୟାଙ୍କ…

ବାହା ହେବାକୁ ରାଜି ହେଲା ନାହିଁ ଦେହଜୀବୀ ପ୍ରେମିକା, ତେଣୁ ଡାକି ନେଇ ପ୍ରେମିକ କଲା ହତ୍ୟା

ପ୍ରେମର ଆଖି ନଥାଏ । ଏହାକୁ ଅନ୍ଧ ବୋଲି କୁହାଯାଏ । ହେଲେ ପ୍ରେମ ଯଦି ସୀମା ଭିତରେ ରହେ ତେବେ ଭଲ, ନଚେତ ଏହି ପ୍ରେମ ଯେ କେତେବେଳେ ପ୍ରାଣଘାତୀ ପାଲଟିବ ତାହା କହିବା ମୁସ୍କିଲ । ଏମିତି ଏକ ଘଟଣା ଘଟିଛି ଦିଲ୍ଲୀରେ । ଆହୁରି ପଢନ୍ତୁ:  ବୈଜ୍ଞାନିକ ମାନଙ୍କୁ ମିଳିଲା ବଡ଼ ସଫଳତା, ଏଥର…

ବିଶ୍ବର ଅନେକ ଅଦ୍ଭୁତ ପ୍ରକାର ପାଇଖାନା, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ, ଦେଖନ୍ତୁ ଫଟୋ

ସର୍ବସାଧାରଣ  ସ୍ଥାନମାନଙ୍କରେ ଆମକୁ  ପରିଶ୍ରା ଲାଗିଲେ ଆମେ କେବଳ  ପରିଶ୍ରା ବସି ଚାଲି ଆସିଥାଉ। ଆଉ ଟଏଲେଟର  ଭିତର ଡିଜାଇନକୁ ବେଶୀ ଗୁରୁତ୍ବ ଦେଇନଥାଉ। କାରଣ ଆମେ ମାନେ ଜାଣିଛେ ସାଧାରଣତଃ ଟଏଲେଟ ଗୋଟିଏ ପ୍ରକାର ହୋଇଥାଏ ଓ ଏହା କେବଳ  ଶରୀରର ବର୍ଜ୍ୟବସ୍ତୁକୁ ଛାଡିବା ସ୍ଥାନ। କିନ୍ତୁ…

ସଇତାନ ପୁଅର ବର୍ବରୋଚିତ କାଣ୍ଡ, ମଦ ପାଇଁ ପଇସା ନଦେବାରୁ ମାକୁ ମାରି ଭେଜାଫ୍ରାଏ କଲା କୁଳାଙ୍ଗାର

ପୁଅଟିଏ ପାଇଁ ମା ଟିଏ ବାର ବ୍ରତ ଓ ମାନସିକ କରିଥାଏ।  ସକଳ ଦୁଃଖ  କଷ୍ଟକୁ ଭୁଲି ନିଜ ପୁଅ ଯେପରି ଖୁସିରେ ରହିବ ସେଥିପାଇଁ ନିରନ୍ତର ପ୍ରୟାସ କରିଚାଲୁ ଥାଏ ମା। ହେଲେ ଥରେ ଚିନ୍ତା କରନ୍ତୁ  ଯଦି ସେହି ପୁଅ ସାମନ୍ୟ ମଦ ଟିକିଏ ପାଇଁ ବର୍ବରଚିତ କାଣ୍ଡକରି ମାର ହତ୍ୟା କରେ ତେବେ ଏମିତି ସଇତାନ…