Below header

ଗଡକରୀଙ୍କ ‘ବିଜୁ ତତ୍ତ୍ବ’, କହିଲେ ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ଧୁଲାଇ କର

ପ୍ରିୟାପ୍ରୀତ ତୋଷଣ ଏବଂ ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ଧୁଲାଇ କର। ମହାରାଷ୍ଟ୍ର ନାଗପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏଭଳି ବିବାଦୀୟ ବୟାନ ଦେଇଛନ୍ତି। ପ୍ରିୟାପ୍ରିତିରେ ଲିପ୍ତ ଏବଂ ଦୁର୍ନୀତି କରୁଥିବା ସରକାରୀଙ୍କ ଅଧିକାରୀଙ୍କୁ ଭଲରେ…

ବିହାରର ବିଧାୟକଙ୍କ ଘରୁ ଏକ-୪୭ ରାଇଫଲ ପରେ ଏବେ ଜବତ ହେଲା ଗ୍ରେନେଡ, ଚଢାଉ ପରେ ହୋଇଗଲେ ନିଖୋଜ୍

ବିହାରର ବାହୁବଳି ସ୍ୱାଧୀନ ବିଧାୟକ ଅନନ୍ତ ସିଂହଙ୍କ ଘରୁ ଏକ-୪୭ ରାଇଫଲ ଜବତ ହେବା ପରେ ଏବେ ଗ୍ରେନେଡ ଜବତ ହୋଇଛି। ସେପଟେ ନିଜ ଘରେ ପୋଲିସର ଚଢାଉ ପରେ ବାହୁବଳୀ ନେତା ଅନନ୍ତ ସିଂହ କେଉଁଆଡେ ନିଖୋଜ ହୋଇଯାଇଛନ୍ତି। ମୋକମ ବିଧାନସଭା ନିର୍ବାଚନମଣ୍ଡଳିର ସ୍ୱାଧୀନ ବିଧାୟକ ଅନନ୍ତ ସିଂହଙ୍କ ଘରେ…

ଚିକ୍କଣିୟା ଲଣ୍ଡା ମୁଣ୍ଡରେ ହାତ ବୁଲଇଲେ ମୋଦି,  ଥଟ୍ଟା କଲେ ଭୁଟାନ ସାଂସଦଙ୍କୁ  

ଭୁଟାନ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୟାଲ ଟ୍ରମ୍ପ ୟୁନିଭର୍ସିଟିକୁ ଯାଇଥିଲେ। ଏହି ଅବସରରେ ସେଠାରେ  ସେ ଭୁଟାନର ସାଂସଦମାନଙ୍କ ସହ ମିଶିଥିଲେ। ଏକ ଗ୍ରୁପ ଫଟୋ ଉଠାଇବା ବେଳେ ମୋଦି ଜଣେ  ସାଂସଦଙ୍କ ଲଣ୍ଡା ମୁଣ୍ଡକୁ ହାତ ମାରିବା ସହ ତାଙ୍କ ପିଠିକୁ ଥାପୁଡାଇ…

ପାକିସ୍ତାନୀ ସମର୍ଥକଙ୍କୁ ଚୁପ୍‌ କରାଇ ଦେଲେ ଏହି ଭାରତୀୟ ମହିଳା, ଦେଖନ୍ତୁ ଭିଡିଓ

ଦକ୍ଷିଣ କୋରିଆରେ ପାକିସ୍ତାନ ସମର୍ଥକଙ୍କ ବିଜେପି ନେତ୍ରୀ ମୁହାଁମୁହିଁ। ସିଓଲରେ ମୋଦି ଓ ଭାରତ ବିରୋଧରେ ପାକିସ୍ତାନ ସମର୍ଥକମାନେ ନାରା ଦେଉଥିବା ବେଳେ ତାଙ୍କ ସହ ମୁହାଁମୁହିଁ ହୋଇଥିଲେ ବିଜେପି ନେତ୍ରୀ ସାଜିଆ ଇଲ୍‌ମୀ। ଗତ ଶୁକ୍ରବାର ଦିନ ଘଟଣା ଘଟିଥିଲା। ୟୁନାଇଟେଡ୍‌ ପିସ୍‌ ଫେଡେରେସନ୍‌…

ମକା ଖାଇବା ପରେ ଭୁଲରେ ବି ପିଅନ୍ତୁ ନାହିଁ ପାଣି, ନଚେତ ଶିକାର ହୋଇପାରନ୍ତି ଏହି ରୋଗରେ

ବର୍ଷା ସିଜନ ଆରମ୍ଭ ହୋଇଯାଇଥିବାରୁ ମକା ଏବେ ବଜାରରେ ସୁଲଭ ଦରରେ ମିଳିବାକୁ ଲାଗିଲାଣି। ବିଶେଷ କରି ରାସ୍ତା କଡର ମକା ବିକାଳିଙ୍କ ପୋଡା ମକାର ବାସ୍ନା ନାକରେ ବାଜିଗଲେ ପାଟିରେ ପାଣି ଆସିଯାଏ। କିଛି ଲୋକ ପୋଡା ମକା ଖାଇବାକୁ ଭଲ ପାଉଥିବା ବେଳେ କିଛି ଲୋକ ସିଝା ମକାରେ ଚଟଣୀ ଦେଇ…

ସାବଧାନ ମାତିଛନ୍ତି ଶିକ୍ଷିତ ଲୁଟେରା, ଆଖି ପଲକରେ ଚକମା ଦେଇ ଲୁଟି ନେଉଛନ୍ତି ଟଙ୍କା ସୁନା

ସାବଧାନ ମାତିଛନ୍ତି ଶିକ୍ଷିତ ଲୁଟେରା। କରୁଛନ୍ତି ସ୍ମାର୍ଟ ଉପାୟରେ ଚୋରି ଡକାୟତି। ଆଖି ପଲକରେ ଚକମା ଦେଇ ଲୁଟି ନେଉଛନ୍ତି ଟଙ୍କା ସୁନା। ଏମାନେ ଏଭଳି ଲୁଟ୍‌ର ତରିକା ଜାଣିଛନ୍ତି ଯାହାର କାହାକୁ ବି ସୁରାକ ମିଳିବ ନାହିଁ। କାରଣ ଏମାନେ ହେଉଛନ୍ତି ଆଜିର ପଢା ଲେଖା ଲୁଟେରା। ନିଜର…

ଫୁଙ୍ଗୁଳା ପାଦ ଆଉ ରଙ୍ଗହୀନ ଚେହେରା, ବିଭାଜନ ସମୟରେ ଦେଖନ୍ତୁ କେମିତି ପାକିସ୍ତାନରୁ ହିନ୍ଦୁସ୍ତାନ ଆସିଥିଲେ ଲୋକ

ପ୍ରାୟ ୨୦୦ ବର୍ଷ ଶାସନ ପରେ ଇଂରେଜ କବଳରୁ ମୁକ୍ତ ହୋଇଥିଲା ଭାରତ । ହେଲେ ଯିବା ପୂର୍ବରୁ ବି ବଡ଼ ଧରଣର ଷଡଯନ୍ତ୍ର ରଚିଯାଇଥିଲେ ଇଂରେଜ । କିଛି ଏମିତି ଚକ୍ରାନ୍ତ କରିଯାଇଥିଲେ ଯେ ସ୍ୱାଧୀନତାର ଖୁସି ପାଇଁ ଆମକୁ ବିଭାଜନ ପରି ବଡ ମୂଲ୍ୟ ଦେବାକୁ ପଡିଥିଲା । ଅଖଣ୍ଡ ଭାରତ ବିଭାଜିତ ହୋଇଥିଲା…

ତିନ୍ ତଲାକ୍ ପରେ ନାକ କାଟିଲା ସ୍ବାମୀ, ଜାଣନ୍ତୁ କାହିଁକି ଏମିତି କଲା

ତିନିଥର ତଲାକ୍ ଶବ୍ଦର ଉଚ୍ଚାରଣ କରି କେହି ତଲାକ ଦେଇପାରିବେନି। କିଛି ଦିନ ତଳେ ପାର୍ଲାମେଣ୍ଟରେ ଏହି ଆଇନ୍‌କୁ ଉଚ୍ଛେଦ କରିବା ପାଇଁ ଅଣା ଯାଇଛି ସ୍ବତନ୍ତ୍ର ବିଲ। ହେଲେ ଏହା ପରେ ବି ଥମୁନି ଏହି ପ୍ରଥା। ମୁସଲିମ ମହିଳାଙ୍କ ପ୍ରତି ଏହା ଏକ ଅତ୍ୟାଚାରିତ ପ୍ରଥା ବୋଲି ବିବେଚନା ହୋଇ ଆସୁଛି।…

ଗ୍ୟାଙ୍ଗଷ୍ଟାର ନୂଆ ଫଣ୍ଡା, ଜେଲରୁ ଫେରାର ହେବା ପାଇଁ କଲା ଏମିତି କାମ

ଗ୍ୟାଙ୍ଗଷ୍ଟାରର ନୂଆ ଫଣ୍ଡା। ଜେଲରୁ ଫେରାର ହେବା ପାଇଁ ଧରିଲା ନାରୀ ବେଶ। ନିରୀକ୍ଷଣ କରି ନଦେଖିଲେ ଯେ କେହିବି ଧୋକା ଖାଇଯିବ ଏହି ଗ୍ୟାଙ୍ଗଷ୍ଟାରର ରୂପକୁ ଦେଖିଲେ। କିନ୍ତୁ ଫେରାର ହେବାରେ ସଫଳ ହେବା ପୂର୍ବରୁ ଉଦ୍ୟମକୁ ପଣ୍ଡ କଲେ ଜେଲ କର୍ମଚାରୀ। ବ୍ରଜିଲର ରିଓ ସହରରେ ଥିବା ଜେଲରେ ଘଟିଛି…

ମୁଣ୍ଡରେ ହାତ ଦେଇ କାନ୍ଦୁଛି ପାକିସ୍ତାନ, ମୋଦି ସରାକାରଙ୍କ ୩୭୦ ଉଚ୍ଛେଦ ପରେ ପାକିସ୍ତାନର ହେଲା ଏମିତି ଦଶା

ମୋଦି ସରକାରଙ୍କ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ଐତିହାସିକ ନିଷ୍ପତି ପରେ ମୁଣ୍ଡରେ ହାତ ଦେଇ କାନ୍ଦୁଛି ପାକିସ୍ତାନ । ରାଜ୍ୟ ସଭାରେ ଅମିତି ସାହା ଏହାର ବିଧେୟକଟି ଜାରି କଲା ବେଳେ ପାକିସ୍ତାନର ଅର୍ଥନୀତିରେ ବଡ ଧରଣର ପରିବର୍ତ୍ତନ ହୋଇଛି। ପାକିସ୍ତାନ ସେୟାର ବଜାର ଚଳିତ ବର୍ଷର ସବୁଠାରୁ ବଡ…

ବାହା ହେବାକୁ ମନା କଲା, ଜିଦ୍‌ କରିବାରୁ ସାରା ପରିବାରକୁ ଗୁଳି କରି ମାରିଦେଲା ଯୁବକ

ସବୁ ଯୁବକଙ୍କ ମନରେ ଥାଏ ବାହା ହେବାର ସ୍ୱପ୍ନ । ହେଲେ ପଞ୍ଜାବର ଏମିତି ଜଣେ ଯୁବକ ବାହାଘରକୁ ନେଇ କରି ବସିଛନ୍ତି ହତ୍ୟାକାଣ୍ଡ । ଘରେ ଜିଦ୍‌ ଧରିଲେ ତାଙ୍କ ବାହାଘର ପାଇଁ । ବାରମ୍ବାର ତାଙ୍କ ଉପରେ ଚାପ ପକାଇଲେ । ଶେଷରେ ଅତି ବିରକ୍ତ ହୋଇ ଯୁବକ ଜଣକ ଘଟାଇଲେ ବୀଭତ୍ସ କାଣ୍ଡ । ଗୋଟି ଗୋଟି…

ପଡୋଶୀଙ୍କ ଉପରେ ଦୁଇଟି ବିଲେଇ ଛୁଆକୁ ମାରିଥିବାର ବ୍ୟକ୍ତି ଆଣିଲେ ଅଭିଯୋଗ, ଜାଣନ୍ତୁ ପରେ କଣ ହେଲା

ଗାନ୍ଧିନଗର: କୋଟାୟମରେ ଏକ ବ୍ୟକ୍ତିଙ୍କ ଉପରେ ଦୁଇଟି ଛୁଆ ବିଲେଇକୁ ହତ୍ୟା କରିଥିବାର ଅଭିଯୋଗ ଆସିଛି। ସେଥିରୁ ଗୋଟିଏକୁ ଖାଇଛନ୍ତି ଓ ଅନ୍ୟଟିକୁ ମାରି ଦେଇଥିବା ନେଇ ବିଲେଇର ମାଲିକ ଥାନାରେ ଏତଲା ଦେଇଛନ୍ତି। ଏତଲା ପରେ କୋଟିୟମର ଗାନ୍ଧିନଗର ପୋଲିସ ମାମଲା ରୁଜ କରି ଅନୁସନ୍ଧାନ ଆରମ୍ଭ…